ପ୍ରତ୍ୟେକ ମାସ ୩୦୦୦ ଟଙ୍କା ଦେବେ ସରକାର: କୃଷକଙ୍କ ପାଇଁ ଯୋଜନା, ଜାଣନ୍ତୁ କିପରି ମିଳିବ ଫାଇଦା
ଓଡ଼ିଶା ଭାସ୍କର: ଦେଶର ସମସ୍ତ ବର୍ଗର ନାଗରିକ ମାନଙ୍କ ପାଇଁ ନାନା ଯୋଜନା ଆରମ୍ଭ କରୁଛନ୍ତି । ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ତେଣୁ ଭାରତ ସରକାରଙ୍କ ତରଫରୁ କୃଷକମାନଙ୍କ ପାଇଁ ମଧ୍ୟ ଅନେକ ଯୋଜନା ଚଳାଇଛନ୍ତି…