ଥୋଇ ଦେଇଗଲେ ଦୁଲ ଦାଲ, କି ମାଡ଼ ଲୋ, ସ୍ତ୍ରୀକୁ ନାଳକୁ ଠେଲିବାରୁ ପିଟି ଦେଇ ଗଲେ ଲୋକ
ଉତ୍ତର ପ୍ରଦେଶ: ଆଗ୍ରାର ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଦେଖାଯାଉଛି ଯେ କିଛି ଲୋକ ଜଣେ ଯୁବକଙ୍କୁ ମାରୁଛନ୍ତି। ପ୍ରକୃତରେ, ଲୋକଙ୍କ ଠାରୁ ଦୁର ଦାର ମାଡ଼ ଖାଉଥିବା ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଏକ ପୋଲ ଉପରୁ ତଳକୁ…