କ୍ୟାରିୟରରେ ମିଳିବ ସଫଳତା, ଜାଣନ୍ତୁ ବାସ୍ତୁ ଅନୁସାରେ କେଉଁ ଦିଗରେ ରଖିବେ କମ୍ପ୍ୟୁଟର
ଓଡ଼ିଶା ଭାସ୍କର: ଜ୍ୟୋତିଷ ଅନୁଯାୟୀ ବାସ୍ତୁଶାସ୍ତ୍ର ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ପ୍ରତ୍ୟେକ ଜିନିଷ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ରହିଛିା ଏଥିରେ ବ୍ୟତିକ୍ରମ ହେଲେ ବାସ୍ତୁ ଦୋଷ ଦେଖାଦେଇଥାଏା
ବାସ୍ତୁ ନିୟମ…