CHARIDHAM
Browsing Tag

violence

ବଢ଼ୁଛି ନେପାଳ ଦଙ୍ଗା, ଜଳୁଛି କାଠମାଣ୍ଡୁ, ସ୍ଥିତିକୁ ନେଇ ମୋଦୀ କଲେ ବଡ଼ ଅପିଲ

ନୂଆଦିଲ୍ଲୀ: ଥମୁନି ନେପାଳ ଅଶାନ୍ତି, ଦିନ ଗଡ଼ିବା ସହ ବଢ଼ୁଛି ତାତି। ସୋସିଆଲ ମିଡିଆରେ ପ୍ରତିବନ୍ଧକକୁ ନେଇ ଜଳୁଛି ନେପାଳ। ପ୍ରତିବନ୍ଧକ ସରକାର ହଟାଇବା ପରେ ମଧ୍ୟ ପରିସ୍ଥିତିରେ ନାହିଁ ସୁଧାର। ଏହି ସମୟରେ ନେପାଳରେ…

(Video Viral)ଛାତ୍ରୀଙ୍କ କି ରାଗ ଲୋ ମା…ଡ଼ାକିକି କାରରେ ବସାଇଲେ, ଠୋ ଠୋ କରି ୨୬ ଚାପୁଡ଼ା ମାରିଲେ

ଉତ୍ତରପ୍ରଦେଶ: କାର ଭିତରକୁ ଡାକିକି ବସାଇଲେ। ତାପରେ ଠୋ ଠୋ କରି ଚାପୁଡା ମାରିଚାଲିଲେ। ଗୋଟେ ମିନିଟରେ ୨୬ ଚାପୁଡା। ଖାଲି ଏତିକିରେ କଥା ସରିନଥିଲା ମାଡ଼ ମାରୁଥିବାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ…

“ରାହୁଲଙ୍କ ଲୋକପ୍ରିୟତା ସହିପାରୁନାହାନ୍ତି ମୋଦୀ”, କଂଗ୍ରେସ କାର୍ଯ୍ୟାଳୟରେ ବିଜେପିର ଗୁଣ୍ଡାରାଜ

ଭୁବନେଶ୍ୱର: ପୁଣି ତେଜିଲା ରାଜନୀତି।  ପଦାରେ ପଡିଲା ବିଜେପିର ହୀନ ଚକ୍ରାନ୍ତ।  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସହି ନପାରି ମିଛ ରାଜନୀତି କରିବାରେ ଲାଗିଛି ବିଜେପି। ଯାହାର ଉଦାହରଣ ଏବେ ସାରା ଦେଶରେ ଦେଖିବାକୁ…

ଚିପି ଦେଲେ ତଣ୍ଟି, ମହିଳାଙ୍କୁ ଟାଣି ଫୋପାଡ଼ି ଦେଲେ, ସୀମା ଟପିଲା ପୋଲିସର ବର୍ବରତା

ଉତ୍ତରପ୍ରଦେଶ: ତଣ୍ଟି ଧରି ଚିପି ଦେଲେ, ହାତ ଭିଡ଼ି ଘୋଷାଡ଼ି ଆଣି ଫୋପାଡ଼ି ଦେଲେ। ଏଭଳି ଥିଲା ପୋଲିସର ବର୍ବରତା। ପୁରୁଷ ତ ପୁରୁଷ ମହିଳାଙ୍କୁ ମଧ୍ୟ ଛାଡ଼ିଲେନି ପୋଲିସ। ସୀମା ପାର କଲା ପୋଲିସ ବର୍ବରତା। ଅତି ଅମାନୁଷିକ…

(Viral Video) ଉଗ୍ରଚଣ୍ଡୀ ବୋହୂ, ସମ୍ପତ୍ତି, ଟଙ୍କା ପାଇଁ… ବୃଦ୍ଧ ଶଶୁରକୁ ମାଡ଼

ଉତ୍ତରପ୍ରଦେଶ: ପାରିବାରିକ କଳହ ନେଇଛି ହିଂସାର ରୂପ। ଉତ୍ତରପ୍ରଦେଶ ଇଟବା ଜିଲ୍ଲା ଥାନା ରାହତପୁର ଗାଁରେ ବୋହୂ ସମ୍ପତ୍ତି ପାଇଁ ବୃଦ୍ଧା ଶଶୁରକୁ ମାଡ଼ ମାରିଛି। ୫ ହଜାର ଟଙ୍କା ପାଇଁ ହିତାହିତ ଜ୍ଞାନ ହଜାଇ ଦେଲା ବୋହୂ।…

ଓ୍ୱକଫ୍ ବିଲକୁ ନେଇ ତେଜିଲା ହିଂସା, ବିକ୍ଷୋଭ ବେଳେ ୩ ଜଣଙ୍କର ହତ୍ୟା

ପଶ୍ଚିମବଙ୍ଗ: ଆଇନରେ ପରିଣତ ହୋଇସାରିଛି ଓ୍ୱକଫ ବିଲ୍। ହେଲେ ଏହି ଓ୍ୱକଫ୍ ବିଲକୁ ନେଇ ହିଂସା ବଢ଼ିବାରେ ଲାଗିଛି। ହୁତୁହୁତୁ ହୋଇ ଜଳୁଛି ପଶ୍ଚିଂବଙ୍ଗର ମୁର୍ଶିଦାବାଦ ଜିଲ୍ଲା। ଆଉ ଏହି ହିଂସା ଏତେ ଭୟଙ୍କର ରୂପ ଧାରଣ…

Breaking: କଂଗ୍ରେସ ଆନ୍ଦୋଳନ ବେଳେ ହିଂସା ଘଟଣା, ୩ଟି ମାମଲା ରୁଜୁ କଲା ପୋଲିସ

ଭୁବନେଶ୍ୱର: କାଲି କହିଥିଲେ ଆକ୍ସନ ନେବେ। ଆଉ ଆଜି ଆରମ୍ଭ କଲେ। ହଁ ଆମେ କହୁଛୁ ଗତକାଲି କଂଗ୍ରେସର ବିକ୍ଷୋଭ ସମୟର କଥା। ଯେତେବେଳେ କି ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି। କଂଗ୍ରେସର ବିକ୍ଷୋଭ ବେଳେ ହିଂସାକୁ ନେଇ…

“ଆଜି ଆନ୍ଦୋଳନରେ ଯେଉଁମାନେ ହିଂସାରେ ସମ୍ପୃକ୍ତ ଥିଲେ ସମସ୍ତଙ୍କୁ ଗିରଫ କରାଯିବ”

ଭୁବନେଶ୍ୱର: ଆଜି ଦୀର୍ଘ ବର୍ଷ ପରେ ଭୁବନେଶ୍ୱର ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ଭୟଙ୍କର ଦୃଶ୍ୟ। ରଣଭୂମି ପାଲଟି ଯାଇଥିଲା ରାଜଧାନୀ ରାସ୍ତା। ଲୋୟର ପିଏମଜି ପାଲଟିଥିଲା ଜନ ସମୂଦ୍ର। କଂଗ୍ରେସର ଆନ୍ଦୋଳନ ପ୍ରଥମରୁ…

(Breaking- Video) ସମ୍ଭଲ ଜାମା ମସଜିଦ ସର୍ଭେ ବେଳେ ଟେକା, ପଥର ମାଡ; ପୋଲିସ କର୍ମୀ ଆହତ

ସମ୍ଭଲ- ୟୁପିର ସମ୍ଭଲ ହେଉଛି ଅଶାନ୍ତ । ରବିବାର ସମ୍ଭଲର ଜାମା ମସଜିଦ ସର୍ଭେ ବେଳେ ଦେଖାଦେଇଛି ଉତ୍ତେଜନା । ପୋଲିସ ଓ ସର୍ଭେ ଅଧିକାରୀଙ୍କ ଉପରକୁ ହୋଇଛି ଟେକା ପଥର ମାଡ । କିଛି ଜାଗାରେ ପୋଡାଜଳା । ଏଥିରେ କିଛି…

ତ୍ରିପୁରାରେ ଆଦିବାସୀ ଛାତ୍ରଙ୍କୁ ପିଟିପିଟି ହତ୍ୟା ପରେ ସାମ୍ପ୍ରଦାୟିକ ଉତ୍ତେଜନା; ଇଣ୍ଟରନେଟ୍ ବନ୍ଦ

ଅଗରତାଲା: ତ୍ରିପୁରା ରାଜ୍ୟର ଗଣ୍ଡାଭିସାରେ ଜଣେ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ପରେ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇଛି । ଏହି ଉତ୍ତେଜନା ପରେ ଏଠାରେ ଅନେକ ଘର ଓ ଦୋକାନ ଉପରେ ମଧ୍ୟ ଆକ୍ରମଣ ହୋଇଛି । ତେଣୁ ସେହି…