Browsing Tag

Voting

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪: ଭୋଟ୍ ସାବ୍ୟସ୍ତ କଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ: ଆଜି ମହାରଷ୍ଟ୍ରରେ ୨୮୮ ବିଧାନସଭା ଅସନ ପାଇଁ ମତଦାନ ଜାରି ରହିଛି । ଚଳିତ ନିର୍ବାଚନରେ ପ୍ରାୟ ୪, ୧୪୦ ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ…

ହରିଆଣା ଭୋଟ ଆଗରୁ ରାମ ରହିମଙ୍କ ପାରୋଲ ବିଜେପି ଆଡକୁ ଭୋଟରଙ୍କୁ କରିପାରିବ କି ଆକୃଷ୍ଟ?

ଚଣ୍ଡିଗଡ: ହରିଆଣା ବିଧାନସଭା ନିର୍ବାଚନର ଠିକ ୩ ଦିନ ପୂର୍ବରୁ, ବୁଧବାର ସକାଳୁ ସକାଳୁ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମଙ୍କୁ ପାରୋଲରେ ଛଡା ଯାଇଥି । ସେ ୨୦ ଦିନ ପାରୋଲରେ ଜେଲରୁ…

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କଲା ବିଧାନସଭା ସଚିବାଳୟ: ସେପ୍ଟେମ୍ବର ୩ରେ ହେବ ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ମାସ ୩ ତାରିଖରେ ମତଦାନ…

୨୫୦୦ ଟଙ୍କା ଶସ୍ତା ହେଲା ସୁନା: ମତଦାନ ମଧ୍ୟରେ ଜନସାଧାରଣଙ୍କୁ ମିଳିଲା ଖୁସି ଖବର

ନୂଆଦିଲ୍ଲୀ: ଦେଶରେ ୬ଷ୍ଠ ପର୍ଯ୍ୟାୟ ଓ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ଗୋଟିଏ ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ଦେଶରେ ଗୋଟିଏ ପଟେ ବିଭିନ୍ନ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଜାରି…

ମେ ୧୩ରେ ଓଡ଼ିଶାର ୪ଟି ସହରରେ ବ୍ୟାଙ୍କ ବନ୍ଦ! ମତଦାନ ପାଇଁ ୧୦ଟି ରାଜ୍ୟର ୯୬ଟି ସହରରେ ବ୍ୟାଙ୍କ ଛୁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଲୋକସଭା ନିର୍ବାଚନର ମତଦାନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହା ମଧ୍ୟରେ ୩ଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତାକାଲି ଅର୍ଥାତ ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ…

ମେ’ ମାସ ୭ରେ ଦେଶର ୧୨ଟି ରାଜ୍ୟର ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ: ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ…

MCD ମେୟର ଓ ଡେପୁଟି ମେୟର ନିର୍ବାଚନ: ଏପ୍ରିଲ ୨୬ରେ ହେବ ଭୋଟିଂ, NOC ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଳୀ: ଏପ୍ରିଲ ୧୯ରେ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଆରମ୍ଭ ହୋଇସାରିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଆସନ୍ତା ୨୬ ତାରିଖରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନ ପାଇଁ ଭୋଟ…

ପୁଣି ନବୀନ ନମ୍ବର-୧: ମୁଡ୍ ଅଫ୍ ନେସନ ସର୍ଭେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେଶର ପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଜାତୀୟ ସ୍ତରରେ ଚମକିଛନ୍ତି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଡ୍ ଅଫ୍ ନେସନ ସର୍ଭେରେ ନବୀନ ଏକ ନମ୍ବର ଆସନ ଅଳଙ୍କୃତ କରିଛନ୍ତି । ଇଣ୍ଡିଆ ଟୁଡେର ମୁଡ୍ ଅଫ୍…

MCD ନିର୍ବାଚନରେ ୫୦ ପ୍ରତିଶତ ମତଦାନ, ଡିସେମ୍ବର ୭ରେ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ପାଇଁ ଆଜି ମତଦାନ ସମାପ୍ତ ହୋଇଛି । ସନ୍ଧ୍ୟା ୫.୩୦ ସୁଦ୍ଧା ମୋଟ ୫୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ମୋଟ ୨୫୦ଟି ସିଟ ପାଇଁ…

UNGAରେ ରୁଷକୁ ପୁଣି ଝଟକା ଦେଲା ଭାରତ: ପ୍ରସ୍ତାବ ବିରୋଧରେ ଦେଲା ଭୋଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜେନେରାଲ ଆସେମ୍ବଲି (ୟୁଏନଜିଓ)ରେ ଭାରତ ରୁଷକୁ ଜବରଦସ୍ତ ଝଟକା ଦେଇଛି । ୟୁକ୍ରେନ ସହ ଜଡ଼ିତ ଏକ ପ୍ରସଙ୍ଗ ଉପରେ ଭାରତ ଏହି ଝଟକା ଦେଇଛି । ୟୁକ୍ରେନର ୪ଟି ଅଞ୍ଚଳ ଉପରେ ରୁଷର ଅବୈଧ…