ଖରାଦିନେ ପାଣି ବୋତଲ କିଣୁଥିଲେ ସତର୍କ ରୁହନ୍ତୁ: କେଉଁ ବୋତଲ ଅସଲି ଆଉ କେଉଁଟା ନକଲି ଚିହ୍ନଟ କରିବେ କିପରି?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସୀ ଭୟଙ୍କର ଭାବେ ଛଟପଟ ହେଉଛନ୍ତି । ଆଜି ଦ୍ୱିପ୍ରହର ୨.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୨ ଡିଗ୍ରୀ ଛୁଇଁଛି । ଏଥିସହିତ…