ଅଟଳ ପେନ୍ସନ୍ ଯୋଜନାରେ ଲାଭ ଉଠାଇବେ ଏହି ହିତାଧିକାରୀ, ତିନୋଟି କିସ୍ତିିରେ ମିଳିବ ୫୦ ହଜାର
ନୂଆଦିଲ୍ଲୀ: ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଅଧ୍ୟକ୍ଷ ଏସ. ରମଣ କହିଛନ୍ତି ଯେ ୫୦ ଲକ୍ଷ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ହିତାଧିକାରୀଙ୍କୁ ଅଟଳ ପେନସନ ଯୋଜନା ଅଧୀନରେ ଆଣିବାକୁ ଲକ୍ଷ୍ୟ…