fbpx

ବାଘ ଆତଙ୍କରେ ଥରୁଛି ବାରିପଦା ସହର, କଲରାପତରିଆ ବାଘ ଦେଖିଥିବା ଚର୍ଚ୍ଚା

ବାରିପଦା: ବାଘକୁ ନେଇ ବାରିପଦା ସହରରେ ଆତଙ୍କ ଦେଖିବାକୁ ମିଳିଛି । କଲରାପତରିଆ ବାଘ ଦେଖିଛନ୍ତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ସୂଚନାନୁଯାୟୀ, ଲୋକେ ବୁଢିଖମାରୀ ଅଞ୍ଚଳରେ ସକାଳୁ ସକାଳୁ ବାଘ ଦେଖିଛନ୍ତି ବୋଲି କହୁଛନ୍ତି । ପାଚେରି ଡେଇଁ ବୁଦାରେ ବାଘ ଲୁଚିଛି ବୋଲି ସନ୍ଦେଶ ପ୍ରକାଶ କରାଯାଉଛି । ବନ ବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ।

Get real time updates directly on you device, subscribe now.