fbpx

ବିବାଦ ଡାକୁଛି ବବିକୁ! ବଙ୍ଗଳା ପରେ ‘ବଲ୍ଲେ ବଲ୍ଲେ ଢାବା’ ଆଉ ଏବେ ଯାଜପୁର କୁସୁମା…

Advertisement

ଓଡିଶା ଭାସ୍କର : ପ୍ରଥମେ ବବିଙ୍କ ବାସଭବନ ପରେ ବଲ୍ଲେ ବଲ୍ଲେ ଢାବା ଓ ଏବେ ବିବାଦ ଘେରରେ ଯାଜପୁରର ‘କୁସୁମା’ । ‘କୁକୁମା’ରେ ଥିବା ଶିଶୁ ଉଦ୍ୟାନକୁ ନେଇ ବିବାଦ ଏବେ ଜୋର ଧରିଛି । ‘କୁସୁମା’ର ସୌନ୍ଦର୍ଯ୍ୟକରଣକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଏଠାରେ ଥିବା ଶିଶୁ ଉଦ୍ୟାନର ବିଳାସପୂର୍ଣ୍ଣ ବଙ୍ଗଳା ବି ବିବାଦ ଘେରକୁ ଟାଣି ହୋଇଯାଇଛି । ଏହା କାହା ନିର୍ଦ୍ଦେଶରେ ନିର୍ମାଣ ହୋଇଛି । କାହା ପାଇଁ ନିର୍ମିତ ହୋଇଛି – ଏମିତି ଅନେକ ପ୍ରଶ୍ନ ଏବେ ଜନତାଙ୍କୁ ଘାଣ୍ଟୁଛି । ତେବେ ଏ ବିବାଦ ବବିଙ୍କ ଆଡକୁ ବି ଇଙ୍ଗିତ ହେଉଛି । ସାଧାରଣରେ ମଧ୍ୟ ଏଥିରେ ବବିଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.