fbpx

ଶ୍ୱଶୁର ଘରେ ଶ୍ୱଶୁରକୁ ପିଟିପିଟି ମାରିଦେଲା ଜ୍ୱାଇଁ; ସ୍ତ୍ରୀକୁ ପିଟୁଥିବା ବେଳେ ମଝିରେ ଶ୍ୱଶୁର ଆସିବାରୁ…

କଟକ: (ଓଡ଼ିଶା ଭାସ୍କର) ସିମିଳିପୁର ଗାଁରେ ଅଭବନୀୟ ଘଟଣା । ଜ୍ୱାଇଁର ଉନ୍ମତ୍ତକାଣ୍ଡ, ଶ୍ୱଶୁର ଘରେ ଶ୍ୱଶୁରକୁ ପିଟିପିଟି ମାରିଦେଲା ଜ୍ୱାଇଁ । ଅଭିଯୁକ୍ତ ଜ୍ୱାଇଁ ଥାନାରେ ଅଟକ । ଶାଶୁ ଘରେ ନିର୍ଯାତିତ ଅଭିଯୋଗ କରି ପଳାଇ ଆସିଥିଲେ ଅଭିଯୁକ୍ତର ସ୍ତ୍ରୀ । ସୂଚନା ଅନୁସାରେ ଉକ୍ତ ମହିଳାଙ୍କୁ ବୁଝାସୁଝା କରିବାକୁ ଆସିଥିଲା ଜ୍ୱାଇଁ । ହେଲେ ସେଠାରେ ସ୍ତ୍ରୀ ସହ ହୋଇଥିଲା ଭିସଣ ପାଟିତୁଣ୍ଡ । ସ୍ତ୍ରୀକୁ ପିଟୁଥିବା ବେଳେ ମଝିରେ ଶ୍ୱଶୁର ଆସିବାରୁ ଆକ୍ରୋଶର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ଶ୍ୱଶୁରକୁ ପିଟିପିଟି ମାରିଦେଲା ଜ୍ୱାଇଁ ।

Get real time updates directly on you device, subscribe now.