ଅଧାରୁ ଅଟକିଲା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ

ଅଧାରୁ ଅଟକିଲା ବାରବାଟୀ ମ୍ୟାଚ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ବର୍ତ୍ତମାନ ଅଧାରୁ ଅଟକିଛି। ବନ୍ଦ ହୋଇଗଲା ଫ୍ଲଡ୍ ଲାଇଟ୍‌। ଲାଇଟ୍ କଟିଯିବାରୁ ଅଟକିଲା ମ୍ୟାଚ। ଏଭଳି ଅଭାବନୀୟ ସ୍ଥିତିକୁ ନେଇ ଦର୍ଶକ ନିରାଶ ହୋଇଛନ୍ତି।

ସୂଚନାନୁଯାୟୀ, କ୍ଲବ ଟାୱାର ପାଖରୁ ଲାଇଟ ପଳାଇଲା। ଦୁଇ ଓପନର ଖେଳି ନ ପାରି ପ୍ୟାଭିଲିୟନ ଫେରିଲେ। ଏପରି ଅଭାବନୀୟ ସ୍ଥିତି ପାଇଁ ଦର୍ଶକ ନିରାଶ ହୋଇଛନ୍ତି। ୫ ବର୍ଷ ପରେ ଓଡିଆଇ ଦେଖିବାକୁ ଆସିଥିବା ଦର୍ଶକ ନିରାଶ ହୋଇଛନ୍ତି। ଏହି ଲାଇଟ କଟିବା ନେଇ ରୋହିତ ଶର୍ମା ନିରାଶ ହୋଇଛନ୍ତି।