fbpx

ସ୍ଥଗିତ ରହିଲା ଜୁନିୟର ମହିଳା ହକି ବିଶ୍ୱକପ୍

ସ୍ଥଗିତ ରହିଲା ଜୁନିୟର ମହିଳା ହକି ବିଶ୍ୱକପ୍ । ଦକ୍ଷିଣ ଆଫ୍ରିକାରେ ନୂଆ ଭାରିଏଣ୍ଟ ଚିହ୍ନଟ ପରେ ବିଶ୍ୱକପ ସ୍ଥଗିତ । ଡିସେମ୍ବର ୫ରୁ ୧୬ ଯାଏଁ ଦକ୍ଷିଣ ଆଫ୍ରିକାରେ ହେବାର ଥିଲା ବିଶ୍ୱକପ୍ । ଜୁନିୟର ମହିଳା ବିଶ୍ୱକପ୍ ହକି ସ୍ଥଗିତ ଘୋଷଣା କଲା ଏଫଆଇଏଚ । ଖେଳାଳିଙ୍କ ନରାପତ୍ତା ପ୍ରଥମ ବୋଲି ଟ୍ୱିଟ କରି ସ୍ପଷ୍ଟ କଲା ଏଫଆଇଏଚ ।

Get real time updates directly on you device, subscribe now.