fbpx

ପ୍ରତିବର୍ଷ କୁଆଁରୀ ଝିଅଙ୍କୁ ବାହାହେଉଛନ୍ତି ଏହି ଦେଶର ରାଜା: ବିନା ପୋଷାକରେ ସମସ୍ତ ସାମ୍ନାରେ ନାଚନ୍ତି ଯୁବତୀ

Advertisement

ଦୁନିଆର ଅଧିକାଂଶ ଦେଶରେ ଗଣତନ୍ତ୍ର ସ୍ଥାପିତ ହୋଇଛି, କିନ୍ତୁ ଏବେ ବି କିଛି ଦେଶ ଅଛି ଯେଉଁଠାରେ ଆଜି ବି ରାଜତନ୍ତ୍ର ଅଛି ଓ ରାଜାମାନେ ଶାସନ କରୁଛନ୍ତି । ଏହି ରାଜାମାନେ ପ୍ରତିଟି କାମ ନିଜ ଇଛାରେ କରନ୍ତି ଓ ସେମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ଏପରି ଏକ ରାଜା ଅଛନ୍ତି, ଯାହାଙ୍କର ସଉକ୍ ଅନ୍ୟମାନଙ୍କଠାରୁ ବିଲକୁଲ ଅଲଗା । କାହିଁକି ନା ଏହି ରାଜା ପ୍ରତିବର୍ଷ କୁଆଁରୀ ଝିଅଙ୍କୁ ବିବାହ କରୁଛନ୍ତି । ସୂଚନା ଅନୁସାରେ ସ୍ୱାଜିଲ୍ୟାଣ୍ଡର ରାଜା ପ୍ରତିବର୍ଷ କୁଆଁରୀ ଯୁବତୀଙ୍କୁ ବିବାହ କରୁଛନ୍ତି । ୨୦୧୮ ମସିହାରେ ଦେଶର ସ୍ୱାଧୀନତାର ୫୦ ବର୍ଷ ପୂରଣ ହେବାପରେ ରାଜା ଦେଶର ନାଁକୁ The Kingdom of Eswatini’ ରଖିଥିଲେ ।

Ajab-Gajab: Unique festival takes place in this country, the king marries a virgin  girl every year | इस देश में होता है अनोखा फेस्टिवल, राजा हर साल करता है  कुंवारी लड़की से

ଏହି ଦେଶ ଆଫ୍ରିକା ମହାଦ୍ୱୀପରେ ଦକ୍ଷିଣ ଆଫ୍ରିକା ସହ ସଂଯୁକ୍ତ ଅଛି । କ୍ରିକେଟ୍ କାରଣରୁ ଦକ୍ଷିଣ ଆଫ୍ରିକାର ଲୋକଙ୍କୁ ଭାରତରେ ଅନେକ ଲୋକ ଜାଣିଛନ୍ତି । ସେହି ଦକ୍ଷିଣ ଆଫ୍ରିକା ଏବଂ ମୋଜାମ୍ବିକର ସୀମାବର୍ତ୍ତୀ ଏହି ଦେଶ ଏକ ଗୁଜବ କାରଣରୁ ନିକଟରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ଏହି ଦେଶରେ ପ୍ରତିବର୍ଷ ଅଗଷ୍ଟ-ସେପ୍ଟେମ୍ବର ମାସରେ ରାଣୀଙ୍କ ମା’ଙ୍କ ରାଜକୀୟ ଗାଁ ଲୁଧଜିନିରେ ଉମଲାଙ୍ଗା ସମାରୋହ ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ୧୦ ହଜାରରୁ ଅଧିକ କୁଆଁରୀ ଯୁବତୀ ଓ ବାଳିକା ସାମିଲ ହୁଅନ୍ତି । ଏହି ପର୍ବରେ ଅବିବାହିତ ଯୁବତୀମାନେ ରାଜାଙ୍କ ଆଗରେ ନାଚିଥାନ୍ତି ।

Swaziland : প্রতি বছর একজন '‌কুমারী' মেয়েকে বিয়ে করেন রাজা! জানেন কোথায়?  | addazone

ନ୍ୟାସନାଲ୍ ଜିଓଗ୍ରାଫିକ୍ ରିପୋର୍ଟ ଅନୁଯାୟୀ, ଏହି ଯୁବତୀମାନଙ୍କ ମଧ୍ୟରୁ ରାଜା ନିଜର ରାଣୀ ବାଛିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କି, ଏହି ଯୁବତୀମାନେ ବିନା ପୋଷାକରେ ରାଜା ଏବଂ ତାଙ୍କର ପ୍ରଜାମାନଙ୍କୁ ଆଗରେ ନାଚନ୍ତି । ୨୦୨୦ ମସିହାରେ ଏହି ଦେଶର ଅନେକ ଯୁବତୀ ଏହାକୁ ବିରୋଧ କରିଥିଲେ । ଅନେକ ଯୁବତୀ ଏହି ପ୍ୟାରେଡରେ ଭାଗ ନେବାକୁ ମନା କରିଦେଇଥିଲେ, କିନ୍ତୁ ଏହା ରାଜାଙ୍କୁ ସୂଚନା ମିଳିବା ପରେ ସେହି ଯୁବତୀମାନଙ୍କ ପରିବାରକୁ ବହୁତ ଜୋରିମାନା ଦେବାକୁ ପଡିଲା । ଏହା ବ୍ୟତୀତ ଏହି ଦେଶର ରାଜାଙ୍କ ଉପରେ ଲଗାତାର ଅଭିଯୋଗ ହେଉଛି କି, ସେ ଅତି ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି, କିନ୍ତୁ ତାଙ୍କ ଦେଶର ଅଧିକାଂଶ ଲୋକେ ଗରିବ ଭାବେ ଜୀବନ ବିତାଉଛନ୍ତି ।

Officials deny King Mswati III of Eswatini -- Africa's lone absolute  monarch -- has fled - CNN

ତେବେ ୨୦୧୫ ମସିହାରେ ଭାରତ ଆଫ୍ରିକା ଶିଖର ସମ୍ମିଳନୀରେ ଭାଗ ନେବାକୁ ରାଜା ମସୱାତୀ ତୃତୀୟ ଭାରତ ଆସିଥିଲେ । ରାଜା ନିଜ ସାଙ୍ଗରେ ୧୫ ପତ୍ନୀ ଓ ଛୁଆ ଓ ୧୦୦ ସେବକଙ୍କୁ ଆଣିଥିଲେ । ସେ ଦିଲ୍ଲୀର ଏକ ଫାଇଭ୍ ଷ୍ଟାର ହୋଟେଲରେ ରହିଥିଲେ, ଯେଉଁଠାରେ ତାଙ୍କ ପାଇଁ ୨୦୦ ରୁମ୍ ବୁକ୍ ହୋଇଥିଲା ।

Get real time updates directly on you device, subscribe now.