fbpx

ଚିନ୍ତା ବଢ଼ାଉଛି କରୋନା ନୂଆ ଭାରିଆଣ୍ଟ: ଦିନକରେ ୬୨୮ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ପୁଣି ମୁଣ୍ଡ ଟେକିଲାଣି କରୋନା । ତେବେ ଏହା ମଧ୍ୟରେ କରୋନାର ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇବାରେ ଲାଗିଛି । ତେବେ ଆଜି ଦେଶରେ ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏହା ସହିତ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୫୪ରେ ପହଞ୍ଚିଛି ।

ତେବେ ଆଜି ଦିନ ମଧ୍ୟରେ ୬୨୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହା ସହିତ କେରଳରେ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି ।

Get real time updates directly on you device, subscribe now.