fbpx

ସାରା ବିଶ୍ୱ ଦେଖୁଛି ଭାରତର ‘ବାୟୁ-ଶକ୍ତି’: ହିଣ୍ଡେନ ଏୟାରବେସରେ ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି ଦେଶ

ଉତ୍ତରପ୍ରଦେଶ: ଆଜି ଭାରତ ସାରା ବିଶ୍ୱକୁ ନିଜର ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି । ଉତ୍ତରପ୍ରଦେଶର ଗଜିଆବାଦରେ ସାରା ଭାରତର ସ୍ୱଦେଶୀ ଡ୍ରୋନ ଦ୍ୱାରା ବାୟୁ-ଶକ୍ତି ଦେଖୁଛି ବିଶ୍ୱ । ଭାରତୀୟ ବାୟୁ ସେନା ସହ ମିଶି ଭାରତୀୟ ଡ୍ରୋନ ସଂଘ ଏକ କାର୍ଯ୍ୟକ୍ରମ ‘ଭାରତ ଡ୍ରୋନ ଶକ୍ତି-୨୦୨୩’ ଆୟୋଜନ କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହାସହିତ ଏୟାରଫୋର୍ସ ମୁଖ୍ୟ ଭି.ଆର ଚୌଧୂରୀ ମଧ୍ୟ ସାମିଲ ରହିଥିଲେ ।

Get real time updates directly on you device, subscribe now.