• Likes
  • Followers
  • Subscribers
  • Followers
  • Android App
  • Thursday, September 11, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • ଖବର
  • ଖବର
  • “ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ”, ଓଡ଼ିଶା ପୋଲିସ

“ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ”, ଓଡ଼ିଶା ପୋଲିସ

'ଏକ୍ସ' ଯୋଗେ ସତର୍କ କଲା ଓଡ଼ିଶା ପୋଲିସ।

By Subhasmita Das On Jun 3, 2025 at 2:10 PM
Share

ଭୁବନେଶ୍ୱର:  ଓଡ଼ିଶା ପୋଲିସର ସୂଚନା, ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି।

କାରଣ ଆଜିକା ଦିନରେ ସାଇବର ଅପରାଧୀମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ଠକୁଛନ୍ତି। ଆଉ ସେହି ମଧ୍ୟରୁ ଡିଜିଟାଲ୍ ଆରେଷ୍ଟ ଫଣ୍ଡା ଆପଣାଇ ଲୋକମାନଙ୍କୁ ହଇରାଣ କରୁଛନ୍ତି ସାଇବର ଅପରାଧି।

ନ୍ୟାୟିକ ଅଧିକାରୀ, ପୋଲିସ, CBI, କଷ୍ଟମ୍ସ ଅଧିକାରୀ କହି ଲୋକଙ୍କୁ ଠକୁଛନ୍ତି। ତେଣୁ ଏପରି ଠକେଇ ପାଖରୁ ଦୂରେଇ ରହିବା ପାଇଁ ସତର୍କ କରାଯାଇଛି। ଏଭଳି ଫୋନ୍ କଲ୍ ଆସିବା ମାତ୍ରେ ନିକଟସ୍ଥ ଥାନା ବା ୧୯୩୦କୁ ଜଣାଇବାକୁ କୁହାଯାଇଛି।

 

ଆହୁରି ପଢନ୍ତୁ

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

୧ ଓଭରରେ ୩ ଓ୍ୱିକେଟ୍… ଏକ ବର୍ଷ ପରେ…

Share

Prev Post

ଫୁଲ ନୁହେଁ, ବାଇଗଣ, ଟମାଟୋରେ ସଜା ହେଲା ବରର କାର

Next Post

‘ଆପଣ କମଲ ହାସନ ନା ଆଉ କିଏ..’, କନ୍ନଡ଼ ଭାଷା ବିବାଦ ପାଇଁ ଅଭିନେତାଙ୍କୁ ଭର୍ତ୍ସନା କଲେ କର୍ଣ୍ଣାଟକ ହାଇକୋର୍ଟ

You might also like More from author
Breaking News

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ; ୫ପ୍ରସ୍ତାବରେ ଲାଗିଲା ମୋହର

Asia Cup

୧ ଓଭରରେ ୩ ଓ୍ୱିକେଟ୍… ଏକ ବର୍ଷ ପରେ ଟିମ୍ କୁ ଫେରିଲେ, ଆସୁ ଆସୁ ସଚ୍ଚିନ୍ ତେନ୍ଦୁଲକରଙ୍କୁ…

Breaking News

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ ଦେଖା ଦେଇଛି ଭୟଙ୍କର ପରିସ୍ଥିତି, କାହିଁକି ସେନା ମଧ୍ଯ…

Asia Cup

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍ ଇଣ୍ଡିଆର ଏସିଆ କପ ଅଭିଯାନ ଆରମ୍ଭ, ସଣ୍ଡେରେ ସୁପର…

ଖବର

ଆପଣଙ୍କର ଗ୍ୟାସ ସମସ୍ୟା ଅଛି କି, ଏହି ଜିନିଷ ବ୍ୟବହାର କଲେ ମିଳିବ ଗଜବ ଫାଇଦା

Breaking News

Video: ‘ହୋଟେଲ ଜାଳି ଦେଲେ ଜୀବନ ବି ଜାଳି ଦେବେ’- କାନ୍ଦି କାନ୍ଦି ବିକଳ ହୋଇ…

Prev Next
Odisha Bhaskar

Recent Posts

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

୧ ଓଭରରେ ୩ ଓ୍ୱିକେଟ୍… ଏକ ବର୍ଷ ପରେ…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ…

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍…

ଶୋଇବା ପୂର୍ବରୁ ଆଦୌ ଛୁଅନ୍ତୁ ନାହିଁ ଏହି ୬ଟି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

୧ ଓଭରରେ ୩ ଓ୍ୱିକେଟ୍… ଏକ ବର୍ଷ ପରେ…

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ…

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍…

Prev Next 1 of 12,660
© 2025 - TK Digital All Rights Reserved.