fbpx

ବଜେଟ୍ ୨୦୨୨ରେ ମଧ୍ୟବିତ୍ତଙ୍କୁ କଣ ମିଳିଲା? ଏହି ୨୦ଟି ଟୁଇଟରୁ ସହଜରେ ବୁଝିଯାଆନ୍ତୁ!

ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ର ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହାକୁ ନେଇ ଏବେ ଦେଶ ବ୍ୟାପୀ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଏ ଏଥିରେ ସନ୍ତୁଷ୍ଟ ଥିବା ବେଳେ ଅନେକ ଅସନ୍ତୁଷ୍ଟ ରହିଛନ୍ତି । ଖାସ୍ କରି ଯଦି ମଧ୍ୟବିତ୍ତଙ୍କ କଥା କହିବା ତେବେ ପ୍ରାୟ ସମସ୍ତ ମଧ୍ୟବିତ୍ତ ବଜେଟ୍ ୨୦୨୨କୁ ନେଇ ମନଉଣା କରିଛନ୍ତି । ତେବେ ଚାଲନ୍ତୁ ଦେଖିବାକୁ ମଧ୍ୟବିତ୍ତଙ୍କୁ କେତେ ସନ୍ତୁଷ୍ଟ କରିଛି ବଜେଟ୍ ୨୦୨୨….

 

 

Get real time updates directly on you device, subscribe now.