fbpx

ମହମ୍ମଦ ଶାମୀଙ୍କୁ ରିପ୍ଲେସ୍ କରିଲେ ଏହି ଖେଳାଳୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ମ୍ୟାଚ କେପ୍‌ଟାଉନରେ ଜାନୁଆରୀ ୩ରୁ ଖେଲାଯିବ । ସେଞ୍ଚୁରିୟନ ଟେଷ୍ଟ ମ୍ୟାଚରେ ଭାରତକୁ ୩୨ ରନରେ ପରାସ୍ତ କରିଥିଲା ଦକ୍ଷିଣ ଆଫ୍ରିକା । ଭାରତୀୟ ଖେଳାଳୀଙ୍କ ଖରାପ ବୋଲିଂ କାରଣରୁ ନିରାଶଜନକ ପ୍ରଦର୍ଶନ ସମସ୍ତଙ୍କୁ ଅସନ୍ତୁଷ୍ଟ କରିଛି । ମହମ୍ମଦ ଶାମୀଙ୍କୁ ଆଘାତ ଲାଗିଥିବା କାରଣରୁ ସେ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ । ବର୍ତ୍ତମାନ ମହମ୍ମସ ଶାମୀଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳୀଙ୍କୁ ଭାରତୀୟ ଟିମ୍ ସ୍କ୍ୱାଡ଼ରେ ସାମିଲ କରାଯିବା ନେଇ ବିସିସିଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦୃତ ବୋଲର ଭାବରେ ପରିଚିତ ଆବେଶ ଖାନଙ୍କୁ ଭାରତୀୟ ଦଳ ସ୍ୱାଡରେ ସାମିଲ କରାଯାଇଥିବା ନେଇ ବିସିସିଆଇ ‘ଏକ୍ସ’ରେ ପୋଷ୍ଟ କରିଛି ।

Get real time updates directly on you device, subscribe now.