fbpx

ସ୍କୁଲ କାନ୍ଥ ଭୁସୁଡ଼ି ୩ ପିଲାଙ୍କ ମୃତ୍ୟୁ, ଘଟଣାକୁ ନେଇ ହଇଚଇ ସୃଷ୍ଟି

ଥିରୁନେଲଭ୍ୟାଲି: ସ୍କୁଲର ଟଏଲେଟ୍ କାନ୍ଥ ଭୁସୁଡ଼ିବା ଫଳରେ ୩ ଜଣ ପିଲାଙ୍କ ମୃତ୍ୟୁ ହୋଇଯାଇଛି ଓ ତିନି ଜଣ ଆହତ ହୋଇଛନ୍ତି । ଏହିଭଳି ଏକ ଘଟଣା ଘଟିଛି ତାମିଲନାଡ଼ୁର ଥିରୁନେଲଭ୍ୟାଲି ଠାରେ । ଏଠାରେ ଏକ ଘରୋଇ ସ୍କୁଲର ଟଏଲେଟ୍ ଘର ଭୁସୁଡ଼ିବା ଫଳରେ ଏହି ଘଟଣା ଘଟିଯାଇଛି । ଏହି ପିଲାମାନେ ସମସ୍ତେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି । ଘଟଣାସ୍ଥଳରେ ଉଦ୍ଧାର କାରୀ ଦଳ ପହଞ୍ଚି ଆହତ ଓ ମୃତ ମାନଙ୍କୁ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.