ସୁନ୍ଦରଗଡ଼: ତାମିଲନାଡ଼ୁରେ ଓଡ଼ିଆ ଝିଅଙ୍କୁ ଶୋଷଣ ଘଟଣଳ ପ୍ରତିବାଦରେ ଆସନ୍ତା କାଲି ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି ।
କୋଶଳ ସମାଜ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।
ସ୍କୁଲ, କଲେଜ, କାର୍ଯ୍ୟାଳୟ, ଦୋକାନ ବଜାର ସବୁ ବନ୍ଦ ରହିବାକୁ ନିଷ୍ପତ୍ତି ।
ଚାକିରି ଆଳରେ ୯୦ ଆଦିବାସୀ ଝିଅଙ୍କୁ ଶୋଷଣ କରାଯାଇଛି । ଏ ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ମଧ୍ୟ ଅଣାଯାଇଛି ।