ଭୁବନେଶ୍ୱର: କାଲି କଂଗ୍ରେସର ବିଧାନସଭା ଘେରାଉ ନେଇ ଟ୍ରାଫିକ ପକ୍ଷରୁ ଜନସାଧାରଣଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି ।
ଭୁବନେଶ୍ୱର ଏବଂ ସହରର ଆଖପାଖରେ ଟ୍ରାଫିକ୍ ସମସ୍ୟା ଉପୁଜିବାର ଆଶଙ୍କା ରହିଛି ।
ରାଜମହଲରୁ ରୁପାଲି ଯାଏଁ ଉଭୟ ପାଶ୍ୱର୍ରେ ସମସ୍ୟା ଉପୁଜିବାରେ । ସକାଳ ୯ଟାରୁ ଦିନ ୩ଯା ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ଆଶଙ୍କା ରହିଛି ।
ଏହାକୁ ଦୃଷ୍ଟିରେ ରଖି ଅନ୍ୟ ରାସ୍ତା ଦେଇ ଲୋକଙ୍କୁ ଯାଆସ କରିବାକୁ ଅନୁରୋଧ କରିଛି କମିଶନରେଟ୍ ପୋଲିସ ।
ନିରାପଦ ଓ ବାଧାମୁକ୍ତ ଯାତ୍ରା ପାଇଁ ପୋଲିସକୁ ସହଯୋଗ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଅନୁରୋଧ ।