BREAKING: ଅଚଳ ପେଣ୍ଟୋଗ୍ରାଫ୍, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ
ଅଟକିଲା ଇଣ୍ଟରସିଟି ଏକ୍ସପ୍ରେସ ଓ ହୀରାଖଣ୍ଡ। କାଶୀପୁରର ଲେଲିଗୁମ୍ମା ରାଉଳି ନିକଟରେ ଅଟକିଛି ହୀରାଖଣ୍ଡ ଏକ୍ସପ୍ରେସ।
ରାୟଗଡ଼ା: କେଆର ଲାଇନରେ ଅଚଳ ପେଣ୍ଟୋଗ୍ରାଫ୍। ପେଣ୍ଟୋଗ୍ରାଫ ଅଚଳ ଯୋଗୁଁ ଅଟକିଲା ଟ୍ରେନ।
ଅଟକିଲା ଇଣ୍ଟରସିଟି ଏକ୍ସପ୍ରେସ ଓ ହୀରାଖଣ୍ଡ। କାଶୀପୁରର ଲେଲିଗୁମ୍ମା ରାଉଳି ନିକଟରେ ଅଟକିଛି ହୀରାଖଣ୍ଡ ଏକ୍ସପ୍ରେସ।
ଭୁବନେଶ୍ୱରରୁ ଜଗଦଲପୁର ଯାଉଥିଲା ଟ୍ରେନ। ୩ ଘଣ୍ଟାରୁ ଅଧିକ ସମୟ ହେବ ଅଟକିଛି ଟ୍ରେନ।
ବିଦ୍ୟୁତ ଲାଇନ ସହ ଟ୍ରେନକୁ ସଂଯୋଗ କରେ ପେଣ୍ଟୋଗ୍ରାଫ୍।