fbpx
BJD SKY
BJD SKY

ଟୁକୁନା ଦାସ ହତ୍ୟାକାଣ୍ଡ ନେଇ ଭୁବନେଶ୍ୱର ଡିସିପି ଙ୍କ ପ୍ରତିକ୍ରିୟା ।

BJD

ଭୁବନେଶ୍ୱର, ୭ା୩ (ଓଡିଶା ଭାସ୍କର) : ଟୁକୁନା ଦାସ ହତ୍ୟାକାଣ୍ଡ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭୁବନେଶ୍ବର ଡିସିପି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଛି ଏବଂ ୨ ହତ୍ୟାକାରୀ ଭାଇ ଗିରଫ ହୋଇଛନ୍ତି ବୋଲି ଡିସିପି କହିଛନ୍ତି । ପିସିଆର ଭାଙ୍ଗିବା ଓ ଅଭିଯୁକ୍ତକୁ ମାଡ଼ ମାରିଥିବା ୫ ଜଣ ଗିରଫ ହୋଇଛନ୍ତି । ଆଇନକୁ ହାତକୁ ନେଇଥିବା ପ୍ରଥମ ବ୍ୟକ୍ତି ପ୍ରଶାନ୍ତ ଦାସ ଗିରଫ ହୋଇଛି ବୋଲି ଡିସିପି କହିଛନ୍ତି ।
ଏହାଛଡା ଡିସିପି କହିଛନ୍ତି ଯେ ‘ମହିଳା ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲା ପ୍ରଶାନ୍ତ । ଆହୁରି ୧୨ ରୁ ୧୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଟୁକୁନା ଛୁରୀରେ ଟୁକୁନାକୁ ହତ୍ୟା କରାଯାଇଛି’।

Get real time updates directly on you device, subscribe now.