• Likes
  • Followers
  • Subscribers
  • Followers
  • Android App
  • Sunday, September 14, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Featured
  • ଭାରତରେ ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟ ବ୍ୟାନ୍, ବିଚଳିତ ପାକିସ୍ତାନ

ଭାରତରେ ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟ ବ୍ୟାନ୍, ବିଚଳିତ ପାକିସ୍ତାନ

By Abinash Kumar Dhal Last updated Jun 28, 2022 at 1:16 PM
Share

ନୂଆଦିଲ୍ଲୀ: ପାକିସ୍ତାନକୁ ଝଟକା ଦେଲା ଭାରତ। ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କଲା ଟୁଇଟର ଇଣ୍ଡିଆ। ଏହି ଟୁଇଟର ହ୍ୟାଣ୍ଡେଲ୍ ଜରିଆରେ ମିଥ୍ୟା ଖବର ଏବଂ ଗୁଜବ ପ୍ରଚାର କରାଯାଉଥିବା ଅଭିଯୋଗରେ ଏମିତି ପଦକ୍ଷେପ ନିଆଯାଇଛି। ଭାରତର ଏହି କାର‌୍ୟ୍ୟାନୁଷ୍ଠାନ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଉକ୍ତ ଟୁଇଟର ଆକାଉଣ୍ଟକୁ ପୁଣି ଥରେ ଚାଲୁ କରାଇବାକୁ ଅନୁରୋଧ କରାଯାଇଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ଟୁଇଟର ଦ୍ଵାରା ଇରାନ, ତୁର୍କୀ, ଇଜିପ୍ଟ ଏବଂ ୟୁଏଇରେ ପାକିସ୍ତାନୀ ଦୂତାବାସର ଟୁଇଟର ଆକାଉଣ୍ଟ ବ୍ୟାନ୍ କରାଯାଇଛି। ଏପରିକି ଆହୁରି ଅନେକ ଟୁଇଟର ଆକାଉଣ୍ଟକୁ ଭାରତ ବ୍ୟାନ୍ କରିଥିବା ଦାବି କରିଛି ପାକିସ୍ତାନ। ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଟୁଇଟର ପାକିସ୍ତାନର ଜାତୀୟ ସାର୍ବଜନୀନ ପ୍ରସାରକ ରେଡିଓ ପାକିସ୍ତାନର ଆକାଉଣ୍ଟକୁ ବନ୍ଦ କରି ଦେଇଥିଲା। ପାକିସ୍ତାନୀ ଦୂତାବାସର ଟୁଇଟର ଆକାଉଣ୍ଟ ଭାରତ ବିରୋଧରେ ଘୃଣା, ବିଦ୍ଵେଷକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଥିଲା। ଏହାରି ଆଧାରରେ ଟୁଇଟର ଇଣ୍ଡିଆ ଏହି କାର‌୍ୟ୍ୟାନୁଷ୍ଠାନ ନେଇଛି।

 

Pakistan Foreign Ministry urges Twitter “to restore immediate access to its accounts after Twitter in India withheld official accounts of Pakistan embassies in Iran, Turkey, Egypt, UN.” pic.twitter.com/zp54AU0Jk8

— ANI (@ANI) June 27, 2022

ଆହୁରି ପଢନ୍ତୁ

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ…

Women’s Asia Cup 2025: ଫାଇନାଲରେ…

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନିକଟରେ ନୂପୁର ଶର୍ମା ବିବାଦରେ ମଧ୍ୟ ବ୍ୟାନ ହୋଇଥିବା ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରାଯାଇଥିଲା। ପାକିସ୍ତାନ ଇସଲାମିକ ଦେଶର ସଂଗଠନ ଓଆଇସିର ବାହାନାରେ ମିଳିତ ଜାତିସଂଘରେ ନୂପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ପ୍ରସଙ୍ଗ ଉଠାଇଥିଲା। ଏହା ଉପରେ ଭାରତ ମୁହଁତୋଡ ଜବାବ ଦେଇ ପାକିସ୍ତାନର ମୁହଁ ବନ୍ଦ କରି ଦେଇଥିଲା।

Share

Prev Post

ବ୍ୟାଙ୍କର ଘରୋଇକରଣ ଉପରେ ମୌସୁମୀ ଅଧିବେଶନରେ ବିଲ୍ ଆଣିବେ କେନ୍ଦ୍ର ସରକାର, ଏମିତି ରହିଛି ରୂପରେଖ

Next Post

ଆସନ୍ତାକାଲି ନବଯୌବନ ଦର୍ଶନ: ଜାଣନ୍ତୁ କେତେବେଳେ ଭକ୍ତଙ୍କୁ ଦେଖାଦେବେ ଶ୍ରୀଜିଉ?

You might also like More from author
Breaking News

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

Asia Cup

Women’s Asia Cup 2025: ଫାଇନାଲରେ ପହଞ୍ଚିଲା ଭାରତ, ଟାଇଟଲ ପାଇଁ ଏହି ଦଳ ସହିତ କରିବ…

Breaking News

ଟ୍ରମ୍ପଙ୍କ ନୂଆ ରଣନୀତି; NATO ରାଜି ହେଲେ ଋଷିଆ ଉପରେ ଲଗାଇବେ କଠୋର ପ୍ରତିବନ୍ଧକ

ଦେଶ

ମୋଦିଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ମଣିପୁର ପୀଡ଼ିତା, କୁକି-ମେଇତେଇ ସଂଘର୍ଷର କଳା କାହାଣୀ କହିଲେ…

Breaking News

Bollywood Gossips: ଆଲିଆ ନୁହେଁ, ଏହି ତାରକାଙ୍କ ଫ୍ୟାନ୍ ରଣବୀର; ସେଲ୍ଫି ପାଇଁ ପଛରେ ଦୌଡ଼ିଲେ,…

Asia Cup

Asia Cup Inside Story: ଶୁଭମନ ଗିଲଙ୍କ ସାଙ୍ଗ ଜୁସ ଦୋକାନୀଙ୍କ ପୁଅ, ସାଙ୍ଗରେ ନେଇଗଲେ ଦୁବାଇ, ଆଉ…

Prev Next
Odisha Bhaskar

Recent Posts

ରାୟଗଡ଼ା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ…

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ…

Women’s Asia Cup 2025: ଫାଇନାଲରେ…

ଗର୍ଜନ ଛାଡ଼ିଲାଣି ସମୁଦ୍ର… ମାଡ଼ିଆସୁଛି…

IND vs PAK: ଆରମ୍ଭ ହେଲା ଘମାଘୋଟ ଲଢେଇ…

ଟ୍ରମ୍ପଙ୍କ ନୂଆ ରଣନୀତି; NATO ରାଜି ହେଲେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ…

Women’s Asia Cup 2025: ଫାଇନାଲରେ…

ଟ୍ରମ୍ପଙ୍କ ନୂଆ ରଣନୀତି; NATO ରାଜି ହେଲେ…

ମୋଦିଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ମଣିପୁର…

Prev Next 1 of 27,177
© 2025 - TK Digital All Rights Reserved.