fbpx

Chocolate Day’ରେ ଟ୍ୱିଟ୍ଟରରେ ଭାଇରାଲ ହେଉଛି ଏମିତି ମିମ: ଦେଖନ୍ତୁ ହସି ହସି ଗଡିଯିବେ

ନୂଆଦିଲ୍ଳୀ: ଜାରି ରହିଛି ପ୍ରେମର ସପ୍ତାହ । ଆଜି ଯୁବପିଢି ମାନେ ପାଳନ କରୁଛନ୍ତି ଚକୋଲେଟ ଡେ । ପ୍ରାୟ ସମସ୍ତେ ନିଜ ନିଜର ପ୍ରିୟଜନଙ୍କୁ ଚକୋଲେଟ୍ ଗିଫ୍ଟ କରିଥାନ୍ତି । ଏହି ଅବସରରେ ସୋସିଆଲ ମିଡିଆ ସାଇଟ ଟ୍ୱିଟ୍ଟରରେ ଭାଇରାଲ ହୋଇଛି । ଏବେ ଏମିତି କିଛି ମିମ ପଢନ୍ତୁ ଆଉ ନିଜର ପ୍ରିୟ ଲୋକଙ୍କ ସହିତ ନିଜର ମୁଡ ଫ୍ରେଶ କରନ୍ତୁ ।

ଲୋକପ୍ରିୟ ଶୋ ମିର୍ଜାପୁରରେ ମୁନ୍ନା ଭୈୟା କ୍ୟାରେକ୍ଟରକୁ ନେଇ ଏକ ମିମ ବନାଯାଇଛି । ଚକୋଲେଟ ଡେରେ ଡେରି ମିଲକ୍ କହୁଛି ୟାହାଁ ଜଲୱା ହେ ହମାରା ।

ଆଉ ଜଣେ ୟୁଜର ଲେଖିଛନ୍ତି ଯେତେବେଳେ ସେ ମୋତ ଚକୋଲେଟ ମାଗେ । ମୁଁ କୁହେ, ଆଗ ତୁ ଦେ ।

ତାରକ ମେହେଟାର ଜେଠାଲାଲଙ୍କୁ ନେଇ ଏହି ମିମଟି ଭାଇରାଲ ହୋଇଛି । ମୋହଲ୍ଲା ବାଲିକୁ ଦେଲି, କୋଚିଂ ବାଲିକୁ ବି ଦେଲି, କଲେଜ ବାଲି ବି ନେଲା…. ମନେ ପକାଏଁ ଆଉ କେହି ବାକି ରହିଲେନି ତ ।

ରାଜପାଲ ଯାଦବଙ୍କୁ ନେଇ ଆଉ ଏକ ମିମ ଭାଇରାଲ ହୋଇଛି । ଯେତେବେଳେ ସାଙ୍ଗ କୁହେ କେଉଁ ଚକଲେଟ ଦେବି, ଯାହାବି ଆଣିଛୁ ଦେଇ ଦେ ।

ଛୋଟ ଭାଇ ଯେତେବେଳେ ଗର୍ଲଫ୍ରେଣ୍ଡକୁ ଚକୋଲେଟ୍ ଗିଫ୍ଟ କରିବା କଥା କୁହେ । ସିଙ୍ଗିଲ ଥିବା ମୁଁ….

Get real time updates directly on you device, subscribe now.