fbpx

ଦନ୍ତାହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ

ରାଇରଙ୍ଗପୁର, ୮ା୫ (ଓଡିଶା ଭାସ୍କର): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଦନ୍ତାହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ ଦୁଇଜଣ ମହିଳା ଓ ଜଣେ ନାବାଳିକାଙ୍କୁ ଦନ୍ତା ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଜଣେ ମହିଳା ଓ ନାବାଳିକା ପ୍ରାଣ ହରାଇଥିଲେ । ଅନ୍ୟ ଜଣେ ମହିଳା ମଧ୍ୟ ଦନ୍ତା ଆକ୍ରମଣରେ ଗୁରୁତର ହୋଇଛନ୍ତି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

Get real time updates directly on you device, subscribe now.