fbpx

ହାଇକୋର୍ଟରେ ମିଛ ତଥ୍ୟ ଦେବା ଅଭିଯୋଗରେ ୨ଗିରଫ

ଭୁୁବନେଶ୍ୱର: (ଓଡିଶା ଭାସ୍କର) ହାଇକୋର୍ଟରେ ମିଛ ତଥ୍ୟ ଦେବା ପଡିଲା ମହଙ୍ଗା । ମିଛ ତଥ୍ୟ ଦେଇ ୨ ଜଣ ଗିରଫ । ଜାମିନରେ ଥିବା ଆଉ ୯ ଜଣଙ୍କୁ ତୁରନ୍ତ ଗିରଫ ପାଇଁ ନର୍ଦ୍ଦେଶ ଦେଲେ କୋର୍ଟ । ଏହି ମାମଲାରେ କୋଣାର୍କ ପୋଲିସକୁ ଗିରଫ କରାୟିବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । କୋଣାର୍କ ଜୁଡିସିଆଲ କମ୍ପଲେକ୍ସ ନିର୍ମାଣକୁ ବିରୋଧ କରି ହୋଇଥିଲା ଏଭଳି ମାମଲା । ଘଟଣାକୁ ନେଇ ପୂର୍ବରୁ ହାଇକୋର୍ଟରେ ପରେ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ହେଲେ ଉଭୟ କୋର୍ଟରେ ମାମଲାକୁ ଖାରଜ କରାଯାିଥିଲା । ସବୁଠୁ ବଡ କଥା ହେଉଛି ସେମାନେ ମାମଲା ଖାରଜ ହେବା ସତ୍ୱେ ତଥ୍ୟ ଲୁଚାଇ ଆଉଥରେ ମାମଲା ଦାୟର କରିଥିଲେ ।

Get real time updates directly on you device, subscribe now.