fbpx

ଧକ୍କା ଦେଲା ଟ୍ରକ୍, ମାମୁ-ଭଣଜା ମୃତ

ଯାଜପୁର, ୧୦ା୯(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ଟ୍ରକ ଧକ୍କାରେ ମାମୁ ଓ ଭଣଜାଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ମୃତକ ମଧୁବନ ନଗୁଆଁ ଗ୍ରାମର ରାଜକିଶୋର ମହାନ୍ତି । ଉଲ୍ଲେଖଯୋଗ୍ୟ ଯେ ଭଉଣୀ ଘର ଅଫସରପୁର ଗ୍ରାମକୁ ଦୂତୀଆ ଭାର ଦେବାକୁ ଭଣଜାକୁ ନେଇ ସାଙ୍ଗରେ ଯାଉଥିବା ବେଳେ ଏହିପରି ଅଘଟଣ ଘଟିଛି ।

Get real time updates directly on you device, subscribe now.