fbpx
BJD
BJD SKY
BJD SKY

Video: ଦୂର୍ଘଟଣା ପାଇଁ ପୁରୀରେ ପହଞ୍ଚି ପାରିଲେ ନାହିଁ ମାମୁଁ, ମାଇଁ

ପୁରୀ ପାଇଁ ବାହାରିଥିଲେ ମାମୁଁ, ମାଇଁ ଏବଂ ୨ସାନ ଭାଇ । ବାଲେଶ୍ୱରରୁ ଭୂବନେଶ୍ୱର ଆସୁଥିଲେ ସମସ୍ତେ,ବାହାନଗା ଠାରେ ହୋଇଗଲା ଦୂର୍ଘଟଣା । ଭୂବନେଶ୍ୱରରେ ଓହ୍ଲାଇ ଯାଇଥାନ୍ତେ ପୁରୀ , ଆହାତ ହୋଇଥିବା ଯାତ୍ରୀଙ୍କ ପରିବାରର ସଦସ୍ୟ ଲୋକ କହିଲେ ମାମୁଁ ,ମାଇଁଙ୍କ କଣ୍ଡିସନ ଖରାପ ହେତୁ ସେମାନେ ବାଲେଶ୍ୱରର ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।

Get real time updates directly on you device, subscribe now.