fbpx
BSKY SKY
BSKY SKY

Big Breaking; ସରକାରୀ ବସ ଉପରକୁ ଅଚାନକ ଗୁଳିମାଡ: କାରଣ ଅସ୍ପଷ୍ଟ

BSKY

ଜୟପୁର: ରାଜ୍ୟ ସରକାରଙ୍କର ଏକ ବସ ଉପରକୁ ଅଚାନକ ଗୁଳିମାଡ ହୋଇଛି । ବୈପାରୀଗୁଡା ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଏହି ଗୁଳିମାଡ ହୋଇଥିବା ସୂଚନା ମିଳିଛି । ବାଲିମେଳାଠାରୁ ବ୍ରହ୍ମପୁର ଯିବା ବେଳେ ଏପରି ଅଚାନକ ଆକ୍ରମଣ କରାଯାଇଛି । ତେବେ ହଠାତ୍ ଏପରି ଏକ ଗୁଳିମାଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କିଏ ଏବଂ କାହିଁକି ଗୁଳିମାଡ କରିଛି ତାହା ଏଯାଏଁ ଜଣା ପଡିନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.