fbpx

ସାମ୍ନାକୁ ଆସିଲା ସାଧାରଣ ନିର୍ବାଚନ ବଜେଟର ତାରିଖ, ଅର୍ଥ ମନ୍ତ୍ରୀ ଜୁଲାଇର ଏହି ଦିନ ଜାରି କରିବେ ବଜେଟ ରିପୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ୨୦୨୪ ଜୁଲାଇ ୨୨ ତାରିଖ ଦିନ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଜାରି କରାଯିବ । ଏହା ବ୍ୟତୀତ ଆର୍ଥିକ ସର୍ବେକ୍ଷଣ ଅର୍ଥାତ ଇକୋନୋମୀକ ସର୍ଭେ ୩ ଜୁଲାଇରେ ଜାରି ହେବାର ଅନୁମାନ ରହିଛି । ଏକ ସମାଚାର ପୋର୍ଟଲ ଏହି ସୂଚମା ସରକାରୀ ସୁତ୍ର ମାଧ୍ୟମରେ ପ୍ରଦାନ କରାଯାଇଛି ।

ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଅନ୍ତରୀଣ ବଜେଟ ଅଣାଯାଇଥିଲା ଏବଂ ବର୍ତ୍ତମାନ ଲୋକସଭା ନିର୍ବାଚନ ସରିବା ପରେ ନୂଆ ସରକାର ଗଠନ ହୋଇସାରିବା ପରେ ପୂର୍ଣ୍ଣ ବଜେଟ ବସିବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଅଫିସରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଏବଂ ସେ ଖବ ଜୋରରେ ଅର୍ଥ ଯୋଜନାମାନ ଏବଂ କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.