fbpx

କେବେଠାରୁ ନାମଲେଖା ଓ ପାଠପଢା? ଜାଣନ୍ତୁ କ’ଣ କହିଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୨ ।୯: ୨୦୨୦-୨୧ ୟୁଜି ଓ ପିଜି ପାଇଁ ଆଜି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା ହୋଇଛି । ସମ୍ଭାବ୍ୟ ଶିକ୍ଷାବର୍ଷକୁ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ମନ୍ତ୍ରୀ କହିଛନ୍ତି ଯେ, ଅକ୍ଟେବାର ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ । ନଭେମ୍ବର ୧ରୁ ପାଠପଢା ଆରମ୍ଭ ହେବ । ମାର୍ଚ୍ଚ ୮ରୁ ୨୬ ଯାଏଁ ପ୍ରଥମ ସେମିଷ୍ଟାର ହେବ ।ସେହିପରି ଅଗଷ୍ଟ ୩୦ରୁ ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହେବ । ଏନେଇ ଟ୍ୱିଟ କରି ଜଣାପଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ।

Get real time updates directly on you device, subscribe now.