• Likes
  • Followers
  • Subscribers
  • Followers
  • Android App
  • Monday, September 15, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Featured
  • BSNL 5G ଆସିବା ପୂର୍ବରୁ ଲୋଗୋ ପରିବର୍ତ୍ତନ କଲା କମ୍ପାନୀ, 7 ନୂଆ ସର୍ଭିସ ଆରମ୍ଭ

BSNL 5G ଆସିବା ପୂର୍ବରୁ ଲୋଗୋ ପରିବର୍ତ୍ତନ କଲା କମ୍ପାନୀ, 7 ନୂଆ ସର୍ଭିସ ଆରମ୍ଭ

By Ankita On Oct 23, 2024 at 8:56 AM
Share

ନୂଆଦିଲ୍ଲୀ: BSNL ବର୍ତ୍ତମାନ ପୂର୍ବ ଅପେକ୍ଷା ଭଲ ହେବାରେ ଲାଗିଛି । ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ମଧ୍ୟ ବିଭିନ୍ନ ତରିକା ଆପଣାଉଛି । ଏହାରି ଭିତରେ ନୂଆ ଲୋଗୋ ପରିବର୍ତ୍ତନ କରିଛି କମ୍ପାନୀ । ତେବେ ଖୁବଶୀଘ୍ର 5 ଜି ସେବା ଆରମ୍ଭ କରିବା ନେଇ ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା କେତେକ ସ୍ଥାନରେ 4ଜି ସେବା ଜାରି ରହିଥିବା ବେଳେ ଅଳ୍ପ କିଛି ଦିନ ମଧ୍ୟରେ ସବୁ ସ୍ଥାନରେ ଏହା ଲାଗୁ ହେବା ନେଇ ସୂଚନା ରହିଛି । ଏହା ବ୍ୟତୀତ, BSNL କିଛି ନୂଆ ଫିଚର ମଧ୍ୟ ପ୍ରଦାନ କରୁଛି ଯାହା ଦ୍ବାରା ଲୋକମାନେ ନେଟୱାର୍କକୁ ପସନ୍ଦ କରୁଛନ୍ତି ।  ସ୍ପାମ ଫ୍ରି ନେଟକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ । ନିଜେନିଜେ ସ୍ପାମ ମେସେଜ ହଟାଉଛି କମ୍ପାନୀ ।

BSNL ବର୍ତ୍ତମାନ ଏହାର ଫାଇବର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଫିଚର ଆଣିଛି । ଏହାର ନାମ ନ୍ୟାସନାଲ ୱାଇ-ଫାଇ ରୋମିଂ ରଖାଯାଇଛି । ଏହାର ଅର୍ଥ ଆପଣ BSNL ର ୱାଇ-ଫାଇ ହଟସ୍ପଟରେ ଅତିରିକ୍ତ ଚାର୍ଜ ବିନା ଦ୍ରୁତ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଯାହାକି ଡାଟା ଖର୍ଚ୍ଚ ହ୍ରାସ କରିବ ।  ଏହା ସହିତ BSNL ଏକ ନୂତନ ଫାଇବର ଟିଭି ମଧ୍ୟ ଆଣିଛି, ଯେଉଁଥିରେ 500 ରୁ ଅଧିକ ଚ୍ୟାନେଲ ରହିଛି । ଫାଇବର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଏସବୁ ମାଗଣା ରହିଛି ।

BSNL ଶୀଘ୍ର ଏପରି ମେସିନ୍ ସଂସ୍ଥାପନ କରିବ ଯେଉଁଠାରେ ଆପଣ ନିଜ ସିମ୍ କାର୍ଡ କିଣି ପାରିବେ, ପରିବର୍ତ୍ତନ କରିପାରିବେ କିମ୍ବା ଅପଗ୍ରେଡ୍ କରିପାରିବେ  । C-DAC ସହଯୋଗରେ ଖଣି ମାଇନିଂ କାର୍ଯ୍ୟ ପାଇଁ BSNL ଏକ ସ୍ୱତନ୍ତ୍ର 5G ନେଟୱାର୍କ ମଧ୍ୟ ତିଆରି କରିଛି । ଏହି ନେଟୱାର୍କ ଭାରତରେ ତିଆରି ହୋଇଥିବା ବେଳେ ଖଣିରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷା ଏବଂ କାର୍ଯ୍ୟଶୈଳୀରେ ଉନ୍ନତି ଆଣିବ । ସାଟେଲାଇଟ ଏବଂ ମୋବାଇଲ୍ ନେଟୱାର୍କକୁ ସଂଯୋଗ କରୁଥିବା BSNL ଭାରତରେ ପ୍ରଥମ ଥର ପାଇଁ D2D ନେଟୱାର୍କ ଲଞ୍ଚ କରିଛି । ଜରୁରୀକାଳୀନ ପରିସ୍ଥିତି କିମ୍ବା ଦୁର୍ଗମ ଅଞ୍ଚଳରେ ଏହା ଅତ୍ୟନ୍ତ ଉପଯୋଗୀ ହେବ । ଇଣ୍ଟରନେଟ୍ ବିନା ମଧ୍ୟ ଆପଣ ଏହା ମାଧ୍ୟମରେ ପେମେଣ୍ଟ୍ କରିପାରିବେ ।

ଆହୁରି ପଢନ୍ତୁ

Nude Party କଣ ? ଅନ୍ୟ ପାର୍ଟି ଠାରୁ ଏହା…

ପ୍ରଥମେ ବାନ୍ଧି ବାଡେଇଲେ; ମହିଳା କହିଲେ ମୋ ସହ…

Share

Prev Post

OSSC ଜାରି କଲା ନିଯୁକ୍ତି କ୍ୟାଲେଣ୍ଡର: ନଭେମ୍ବର ମାସରେ ହେବ ୫ଟି ପରୀକ୍ଷା

Next Post

ବନ୍ଧୁତା ପାଇଁ ମନା କରିଲେ… ମହିଳାଙ୍କୁ ଏକାଧିକ ଥର ଛୁରୀ ଭୁଶିଲେ ଯୁବକ, ଅଭିଯୁକ୍ତ ଗିରଫ

You might also like More from author
Featured

Nude Party କଣ ? ଅନ୍ୟ ପାର୍ଟି ଠାରୁ ଏହା କିଭଳି ଭିନ୍ନ, ଆମ ଦେଶରେ କଣ ରହିଛି ଏହା ପାଇଁ ନିୟମ…

ଅପରାଧ

ପ୍ରଥମେ ବାନ୍ଧି ବାଡେଇଲେ; ମହିଳା କହିଲେ ମୋ ସହ ଯୌନକ୍ରିୟା କର, ତା’ ପରେ ଯୌନାଙ୍ଗରେ ଷ୍ଟାପଲର…

Top Stories

Katrina Pregnant: ଖୁସି ଖବର, ମା’ ହେବେ କ୍ୟାଟରିନା, ଘରକୁ ଆସିବ ଜୁନିଅର କୌଶଲ, କେବେ ଆସିବ କୁନି…

Breaking News

ଛିନ୍ ଛତର କରିଦବ ବାତ୍ୟା, ସୁ ସୁ କରି ଆସୁଛି ମାଡ଼ି, ଦୃଶ୍ୟମାନ ହେଲାଣି ଲା-ନିନାର ସ୍ଥିତ

Featured

ବୋମା ଭଳି ଫାଟିବ ଆପଣଙ୍କ ଫୋନ୍, ଆଦୌ କରନ୍ତୁ ନାହିଁ ଏହି ସବୁ ଭୁଲ୍

Cricket

ଇରଫାନଙ୍କ ଉପରେ ରାଗିଲେ ଗୌତମ ଗମ୍ଭୀର, କହିଲେ ସଚ୍ଚୋଟ ରୁହ

Prev Next
Odisha Bhaskar

Recent Posts

ଚଳିତ ବର୍ଷ ଏହି ଦିନ ପାଳନ ହେବ ଧନତେରସ, ଏହି…

Nude Party କଣ ? ଅନ୍ୟ ପାର୍ଟି ଠାରୁ ଏହା…

ପ୍ରଥମେ ବାନ୍ଧି ବାଡେଇଲେ; ମହିଳା କହିଲେ ମୋ ସହ…

Katrina Pregnant: ଖୁସି ଖବର, ମା’ ହେବେ…

ଷ୍ଟଡିରୁ ବଡ଼ ଖୁଲାସା; ଭୁଲି ଯିବେ ଚଷମା…

ଛିନ୍ ଛତର କରିଦବ ବାତ୍ୟା, ସୁ ସୁ କରି ଆସୁଛି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Nude Party କଣ ? ଅନ୍ୟ ପାର୍ଟି ଠାରୁ ଏହା…

ପ୍ରଥମେ ବାନ୍ଧି ବାଡେଇଲେ; ମହିଳା କହିଲେ ମୋ ସହ…

Katrina Pregnant: ଖୁସି ଖବର, ମା’ ହେବେ…

ଛିନ୍ ଛତର କରିଦବ ବାତ୍ୟା, ସୁ ସୁ କରି ଆସୁଛି…

Prev Next 1 of 28,205
© 2025 - TK Digital All Rights Reserved.