fbpx
BSKY
BJD YOUTH SKY
BJD MS SKY

ଆଜି ରାଜ୍ୟର ୨୯ ଜିଲ୍ଲାରେ ଟିକାଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୨୯ଟି ଜିଲ୍ଲାର ପ୍ରାୟ ୧୧୯୭ଟି କେନ୍ଦ୍ରରେ ଟିକାଦାନ ହେବ । କୋରାପୁଟ ଜିଲ୍ଲାରେ ଆଜି ପାଇଁ କୋଭିଡ ଟିକାକରଣ ବନ୍ଦ ରହିବ । କାଲି ସୁଦ୍ଧା ରାଜ୍ୟରେ ୨୫ ହଜାର ୧୧୨ ଗର୍ଭବତୀ ଟିକା ନେଇଛନ୍ତି । ଗତକାଲି ୧୩୧୫ କେନ୍ଦ୍ରରେ ୨ ଲକ୍ଷ ୧୮ ହଜାର ୭୧୫ ଜଣ ଟିକା ନେଇଥିଲେ । ଏଯାଏ ମୋଟ ୧ କୋଟି ୫୫ ଲକ୍ଷ ୧୦ ହଜାର ୨୩୩ ଡୋଜ ଟିକା ଦିଆଯାଇଛି ।

Get real time updates directly on you device, subscribe now.