fbpx
BJD SKY
BJD SKY

ଖୁସି ଖବର :ଜାନୁଆରୀରୁ ଟିକାକରଣ ଆରମ୍ଭ, ଅକ୍ଟୋବର ସୁଦ୍ଧା ସମସ୍ତ ଭାରତୀୟଙ୍କୁ ଟୀକା

BJD

ନୂଆଦିଲ୍ଲୀ, ୧୩ା୧୨: ଦେଶରେ ଜାନୁଆରୀରୁ କରୋନା ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି । ୧୦ ମାସ ମଧ୍ୟରେ ସମସ୍ତଙ୍କୁ ଟିକା ଦିଆଯିବ । ଏନେଇ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦର ପୁନାୱାଲା ସୂଚନା ଦେଇଛନ୍ତି । ସେ କହିଛନ୍ତି ୨୦ ପ୍ରତିଶତ ଲୋକ ଟିକା ନେବା ପରେ ଏହାର ସୁପ୍ରଭାବ ଅନ୍ୟମାନଙ୍କ ଉପରେ ପଡ଼ିବ । ୨୦୨୧ ଅକ୍ଟୋବର ମାସ ସୁଦ୍ଧା ସମସ୍ତଙ୍କୁ ପ୍ରତିଷେଧକ ଦେବା ଲକ୍ଷ୍ୟ ରଖାଯାଇଛି । ଡିସେମ୍ବର ସୁଦ୍ଧା ଜରୁରୀକାଳୀନ ଟିକାକରଣ ପାଇଁ ଅନୁମତି ସମ୍ଭାବନା ରହିଛି ।

Get real time updates directly on you device, subscribe now.