fbpx

ଟିକାକରଣର ୨ ଦିନ ପୂର୍ବରୁ ଆସିବ ଟିକା!

ଭୁବନେଶ୍ୱର, ୧୧ ।୧(ଓଡିଶା ଭାସ୍କର): ୧୬ରୁ ଟିକାକାରଣ ଆରମ୍ଭ ହୋଇଯିବ । ଟିକାକରଣକୁ ନେଇ ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଯେ କହିଛନ୍ତି ଯେ, ‘ଟିକାକରଣର ୨ରୁ ୩ ଦିନ ମଧ୍ୟରେ ରାଜ୍ୟକୁ ଟିକା ଆସିପାରେ । ରାଜ୍ୟର ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ସ୍ଥାନରେ ଟୁ େଓବ କମ୍ୟୁନିକେସନ ରହିବ । ଡିଏଚଏଚ ସୁନ୍ଦରଗଡ ଓ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ରହିବ । ସିଧାସଳଖ ଏହି ୨ଟି କେନ୍ଦ୍ରରୁ ସ୍ୱାସ୍ଥ୍ୟମନ୍ତ୍ରାୟଳ ଫିଡ ବ୍ୟାକ୍ ନେଇପାରିବ । ପରିଚାଳାନ ପାଇଁ ରାଜ୍ୟସ୍ତରୀୟ ଷ୍ଟେଟ୍ ମନିଟରିଂ ଟିମ୍ ଗଠନ ହେବ ।’

Get real time updates directly on you device, subscribe now.