fbpx
BSKY
BJD MC SKY
BJD MS SKY

(Video) ଭୋକର ବିକଳ ଚିତ୍ର; ପେଟଭୋକକୁ ସହି ନପାରି ଡହ ଡହ ଖରାରେ ମିଠା ଲଡୁ ବିକୁଛନ୍ତି ଏ ମଉସା ..ଆଖିରୁ ବହିଯାଉଛି ଧାରଧାର ଲୁହ

ଓଡ଼ିଶା ଭାସ୍କର: ଡହ ଡହ ଖରାରେ ମୁଣ୍ଡରେ ମିଠା ଲଡ଼ୁ ଧରି ବିକ୍ରି କରୁଛନ୍ତି ବୃଦ୍ଧ ଜଣକ । ହେଲେ ଆଖିରେ ଆଖିଏ ଲୁହ, କୋହ ଭରା ସ୍ୱରରେ ଜଣେ ୟୁଟ୍ୟୁବରଙ୍କ ଆଗରେ କହୁଛନ୍ତି ତାଙ୍କ ଭୋକ ବିକଳର ସଙ୍ଘର୍ଷର କଥା । ସେ କିପରି ଓ କାହିଁକି ଏପରି ଖରାରେ ଲଡ଼ୁ ବିକ୍ରି କରୁଛନ୍ତି । ତାଙ୍କର ଏଭଳି କରୁଣ ଦୃଶ୍ୟ ଆପଣ ଦେଖିଲେ କହିବେ, ସତରେ ଭଗବାନ ଏ ବୃଦ୍ଧ ଜଣକ କଣ ଅପରାଧ କରିଛନ୍ତି, ତାଙ୍କୁ କାହିଁକି ଏପରି ଦଣ୍ଡ ଦେଉଛନ୍ତି । ତେବେ ଆମେ ଏଠାରେ କହି ରଖୁଛୁ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିଭିନ୍ନ ଲୋକ ଏହି ଭିଡ଼ିଓରେ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । କେହି କେହି କହୁଛନ୍ତି ସେମାନେ ତାଙ୍କର ପରିଚୟ ପାଇଲେ ତାଙ୍କୁ ସାହାର୍ଯ୍ୟ କରିବେ ।

Get real time updates directly on you device, subscribe now.