fbpx

Video: କଳିଙ୍ଗନଗର ଡୁବୁରୀ ଛକ HDFC ବ୍ୟାଙ୍କ ସମ୍ମୁଖରେ ବାଇକ ଚୋରିର ଲାଇଭ ଦୃଶ୍ୟ

Advertisement

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନ ଅନ୍ତର୍ଗତ ଡୁବୁରୀ ଛକର ଏଚଡ଼ିଫସି ସମ୍ମୁଖରେ ଚୋରି ଲାଇଭ ଦୃଶ୍ୟ ସାମ୍ନାକୁ ଆସିିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସୁଯୋଗ ପାଇବା ମାତ୍ରେ କିପରି ଦିନ ଦ୍ୱିପ୍ରହରରେ ଗୋଟିଏ ଚୋର ବାଇକ୍ ଚୋରି କରି ନେଉଛି।

ସୂଚନା ମୁତାବକ ପ୍ରଦୀପ୍ତ କୁମାର ରାଉତରାୟ ତାଙ୍କର ବାଇକ ଆପାଚି ୧୮୦ଆରଟିଆ ଗାଡି ନମ୍ବର ଓଡ଼ି୨୧ଏଫ ୫୯୬୯ ବାଇକ ରଖି କୌଣସି କାମରେ ଯାଇଥିବା ସମୟରେ ବାଇକ ଚୋରି ହୋଇଥିଲା। ବାଇକର ମାଲିକ ଏ ନେଇ ଥାନରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଆଧାରରେ ସିସିଟିଭି ଫୁଟେଜେ ଯାଞ୍ଚ କରି ତଦନ୍ତ ଜରି ରଖିଥିବା ସୂଚନା ଦେଇଛନ୍ତି ଥାନ ଭାରପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ରାଉତ।

 

 

 

Get real time updates directly on you device, subscribe now.