fbpx

ବ୍ଲକ ଶିକ୍ଷାଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୩ଟି ସ୍ଥାନରେ ରେଡ୍‌

ବ୍ରହ୍ମପୁର: ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ(BEO)ଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଇଓ ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୩ଟି ସ୍ଥାନ ଯଥା ଛତ୍ରପୁର ଅଫିସ୍‌, ରାମକୃଷ୍ଣପୁର ନଗର ଏବଂ ପୋଲସରା ଘରେ ଜାରି ରହିଛି ଚଢ଼ାଉ । ତେବେ ଭିଜିଲାନ୍ସ ଟିମ ପକ୍ଷରୁ ଚଢ଼ାଉ ଶେଷ ହେବା ପରେ ଜବତ ସମ୍ପତ୍ତିର ଆକଳନ ଜଣାପଡ଼ିବ ।

Get real time updates directly on you device, subscribe now.