ଆକ୍ସନ ମୋଡରେ ଭିଜିଲାନ୍ସ, ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଚଢ଼ାଉ

ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କଟକ: ସକାଳୁ ସକାଳୁ ଆକ୍ସନ ମୋଡ଼ରେ ଭିଜିଲାନ୍ସ। କଟକ ସିଡିଏମଓର ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଥିବା ଜଣାପଡିଛି। ଭିଜିଲାନ୍ସର ଛାନଭିନ କିଶୋର କୁମାର ସାହାଣିଙ୍କ ଘରେ ଚାଲିଛି।

ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସର ୭ ଜଣିଆ ଟିମ୍ ଚଢ଼ାଉ କରୁଛି। ପ୍ରଧାନିଆ ଫାର୍ମ ହାଉସ୍‌, ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି।