fbpx
BSKY
BJD MC SKY
BJD MS SKY

ପିଏସଙ୍କ ଘରୁ ମିଳିଲାଣି ଦେଢ଼ କେଜିର ସୁନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏସସି ସଦସ୍ୟଙ୍କ ପିଏସଙ୍କ ଘରେ ଚାଲିଛି ଭିଗିଲାନ୍ସ ରେଡ୍ । ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ମିଳିଲାଣି ସାଢ଼େ ୩ କୋଟିର ସଂପତ୍ତି । ମିଳିଲାଣି ନଗଦ ୨୫ ଲକ୍ଷ ଟଙ୍କା ସହ ଦେଢ଼ କେଜି ସୁନା ଗହଣା । ଜବତ ସୁନା ମୂଲ୍ୟ ୬୦ ଳକ୍ଷରୁ ଉଦ୍ଧ୍ୱର୍ ନେଇ ଭିଜିଲାନ୍ସର ସୂଚନା । ପିଏସଙ୍କ ୨ଟି ଦୁଇ ମହଲା କୋଠା, ୧୪ଟି ପ୍ଲଟ ଠାବ । ଏବେ ମଧ ପିଏସଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ସୂଚନାଯୋଗ୍ୟ, ଚାକିରି ଦେବା ନାଁରେ ଅର୍ଥ ଆଦାୟ କରି ମାଲାମାଲ ହେଉଥିଲେ ପିଏସ୍ । ସୂତ୍ରରୁ ପ୍ରକାଶ ପାଇ ଶୁକ୍ରବାର ଭିଜିଲାନ୍ସ ବିରଞ୍ଚିଙ୍କ ଘରେ ଚଢ଼ାଉ କରିଛନ୍ତିି । ବର୍ତ୍ତମାନ ସୁଦ୍ଧା ୩.୭୯ କୋଟି ଟଙ୍କାର ସଂପତି ମିଳିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.