ନୂଆଦିଲ୍ଲୀ: କେନ୍ଦ୍ରକୁ ଯିବେ IAS ଭିନୀଲ କ୍ରିଷ୍ଣା। କେନ୍ଦ୍ରୀୟ ଡେପୁଟେସନରେ ଯିବେ ଭିନୀଲ କ୍ରିଷ୍ଣା। ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଭିନୀଲ କ୍ରିଷ୍ଣା। କେନ୍ଦ୍ରୀୟ ଡେପୁଟେସନରେ ଯିବେ ବରିଷ୍ଠ IAS ଭିନୀଲ କ୍ରିଷ୍ଣା।
ଏବେଠାରୁ ୫ ବର୍ଷ ଯାଏଁ ଦାୟିତ୍ୱରେ ରହିବେ ଭିନୀଲ କ୍ରିଷ୍ଣା। ୨୦୦୫ ବ୍ୟାଚର ଓଡ଼ିଶା ଆଇଏଏସ୍ ଅଫିସର ଭିନୀଲ କ୍ରିଷ୍ଣା। ସେ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତ ହୋଇଥିଲେ।