fbpx

(Video)ପେଟ ପାଇଁ ନାଟ! ହାତରେ ଜଳନ୍ତା ଷ୍ଟୋଭ୍ ଓ ତତଲା କଡ଼େଇ ଧରି ସିଙ୍ଗଡ଼ା ବିକ୍ରି କରୁଛନ୍ତି ନାବାଳକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟ ପାଇଁ ତ ସବୁକିଛି…. ଏହି ପଂକ୍ତିଟି ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ । ଯେତେବେଳେ ପେଟ କଥା ଉଠେ ସେତେବେଳେ ଛୋଟ-ବଡ଼, ଧନୀ-ଗରିବ କିଛି ବି ଦେଖାଯାଏ ନାହିଁ । କାରଣ ରୋଜଗାର କଲେ ହିଁ ଦି ମୁଠା ଖାଇବା ପେଟକୁ ଯିବ । ତେବେ ଆମେ କହିବାକୁ ଯାଉଛୁ ଜଣେ ନାବାଳକ ପୁଅର କାହାଣୀ । ଯିଏକି ତିନି ହାତରେ ଜଳନ୍ତା ଷ୍ଟୋଭ୍ ଓ ତତଲା କଡେଇ ଧରି ବିକ୍ରି କରୁଛି ସିଙ୍ଗଡ଼ା । ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଯେ, ସିଙ୍ଗଡ଼ା ବିକ୍ରି କରୁଥିବା ବେପାରୀ ଜଣକ ହେଉଛନ୍ତି ଜଣେ ନାବଳକ । ସୋସିଆଲ୍ ମିଡିଆରେ ଏବେ ତାଙ୍କ ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.