fbpx

(Video) ସାପକୁ କେବେ ହାଇମାରିବା ଦେଖିଛନ୍ତି କି? ଦେଖନ୍ତୁ ଏହି ଭାଇରାଲ ଭିଡିଓ, ଲାଗିବ ଭୟଙ୍କର

ନୂଆଦିଲ୍ଲୀ: ଦୁନିଆରେ ସବୁଠାରୁ ଅଧିକ ଲୋକ ଯଦି କୌଣସି ଜୀବକୁ ଡରନ୍ତି ସେ ହେଉଛି ସାପ। କିଛି ସାପ ଅଧିକ ବିଷାକ୍ତ, ସେ କାମୁଡିବା ଦ୍ୱାରା ଅନେକ ଲୋକଙ୍କ ପ୍ରାଣ ମଧ୍ୟ ଚାଲିଯାଏ। ଦୈନନ୍ଦିନ ଅନେକ ସାପଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ କେବଳ ସାପ ନୁହେଁ ବରଂ ଅନେକ ଜୀବମାନଙ୍କ ଭିଡିଓ ମଧ୍ୟ ଭାଇରାଲ ହେଉଛି। କିନ୍ତୁ ସାପ ଭିଡିଓ ଦେଖିବାକୁ ଲୋକେ ବହୁତ ପସନ୍ଦ କରିଥାଆନ୍ତି। ବିଭିନ୍ନ ସାପଙ୍କ ବିଷୟରେ ଜାଣିବାକୁ ଲୋକେ ଅଧିକ ଉତ୍ସାହିତ ଥାଆନ୍ତି। ଏପରି ଏକ ସାପ ଭିଡିଓ ବର୍ତ୍ତମାନ ଖୁବ ଜୋରରେ ଭାଇରାଲ ହେଉଛି।

ଏହି ଭିଡିଓରେ ଏକ ସାପକୁ ହାଇମାରିବା ଦେଖିବାକୁ ମିଳୁଛି। ଆପଣ ଭାବୁଥିବେ କଣ ସାପ ହାଇମାରେ? ଏହା କୁହାଯାଇ ଏହି ଭିଡିଓ ଏକ୍ସରେ ସେୟାର କରାଯାଇଛି। ଭିଡିଓକୁ .. ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଆକାଉଣ୍ଟ ବିଭିନ୍ନ ଜୀବ-ଯନ୍ତୁଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି।

Get real time updates directly on you device, subscribe now.