fbpx
BSKY SKY
BSKY SKY

Vodafoneର ଜବରଦସ୍ତ ପ୍ଲାନ୍: ଦୈନିକ ୩ ଜିବି ସହିତ ୪୮ଜିବି ଏକ୍ସଟ୍ରା ଡାଟା, Disney Plus Hotstar ଫ୍ରୀ; ଭାଲିଡିଟି ୭୦ ଦିନ

BSKY

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ ନିଜ ୟୁଜର୍ସଙ୍କୁ ଲଗାତର ଭାବରେ ଅନେକ ଶାନଦାର୍ ଅଫର୍ ଦେଇ ଆସୁଛି । କମ୍ପାନୀ ଦେଉଥିବା ଅଫର୍ ଗୁଡ଼ିକରେ ଏପରି ଅଫର୍ ରହିଛି ଯେଉଁଥିରେ ଢ଼େର୍ ସାରା ଏକ୍ସଟ୍ରା ଡାଟା ମିଳୁଛି । ଏଥିରେ ରହିଛି ୯୦୧ ଟଙ୍କା ପ୍ଲାନ୍ । ଏହି ପ୍ଲାନ୍ ରେ କମ୍ପାନୀ ୭୦ ଦିନର ଭାଲିଡିଟି ଓ ୪୮ ଜିବି ଏକ୍ସଟ୍ରା ଡାଟା ସହିତ ଡିଜ୍ନୀ ପ୍ଲସ୍ ହଟଷ୍ଟାର୍ ର ଫ୍ରୀ ସବ୍ ସ୍କ୍ରିପସନ୍ ମଧ୍ୟ ଦେଉଛି । ସେହିପରି ଏଥିରେ ଦୈନିକ ୩ଜିବି ପର୍ଯ୍ୟନ୍ତ ଡାଟା ମିଳୁଛି ।

ଏହାବ୍ୟତୀତ କମ୍ପାନୀର ୫୫୯ ଟଙ୍କା ପ୍ଲାନ୍ ରେ ମଧ୍ୟ ୭୦ ଦିନର ଭାଲିଡିଟି ମିଳୁଛି । ପ୍ଲାନ୍ ସବ୍ ସ୍କ୍ରାଇବ୍ କରିଥିବା ଲୋକମାନେ ଏଥିରେ ଦୈନିକ ୧.୫ ଜିବି ଡାଟା ପାଇପାରିବେ । ୧୦୦ ଫ୍ରୀ ଏସଏମଏସ୍ ସହିତ ଅନ୍ ଲିମିଟେଡ୍ କଲିଂ ଦିଆଯାଉଛି ।

Get real time updates directly on you device, subscribe now.