fbpx

ହୃତଘାତରେ ଚାଲିଗଲା ଭୋଟରଙ୍କ ଜୀବନ

ଜଗତସିଂହପୁର,୩ ।୧୧(ଓଡିଶା ଭାସ୍କର): ଜଗତସିଂହପୁରର ତିର୍ତ୍ତୋଲ ଉପନିର୍ବାଚନ ବେଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭୋଟ ଦେବାକୁ ଆସିବା ବାଟରେ ଟଳିପଡିଲେ ଜଣେ ବୃଦ୍ଧା ଭୋଟର । ରଘୁନାଥପୁର ରେଢୁଆ ଗାଁର ନାଗରୀ ସେଠୀ ନାମକ ବୃଦ୍ଧାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.