fbpx

ନାଟୋ ବିରୁଦ୍ଧରେ ଋଷର ପଦକ୍ଷେପ: କଡା ଜବାବ ଦେବାକୁ ଅଣ୍ଟା ଭିଡୁଛନ୍ତି ରାଷ୍ଟ୍ରପତି ପୁତିନ

ନୂଆଦିଲ୍ଲୀ: ଋଷ-ୟୁକେନ ଯୁଦ୍ଧ ଭିତରେ ନାଟୋକୁ ମିଳିଛି କଡା ଟିପ୍ପଣୀ । ନାଟୋକୁ କଡା ଜବାବ ଦେବା ପାଇଁ ଋଷ ଏବେ ଚେତାବନୀ ଦେଇଛି । ନାଟୋ ବିରୁଦ୍ଧରେ ଅଣ୍ଟା ଭିଡିଛି ଋଷର ସୈନ୍ୟବାହିନୀ । ୟୁକ୍ରେନ ଯୁଦ୍ଧର ଘଡିସନ୍ଧି ମୁହୂର୍ତ୍ତରେ ନାଟୋକୁ ନେଇ ଏମିତି ଏକ ଟିପ୍ପଣୀ ଦେଇଛି ଋଷ । ନାଟୋକୁ କଡା ଜବାବ ଦେବା ପାଇଁ ଋଷ ତରଫରୁ କୁହାଯାଇଛି ।

ପୂର୍ବବର୍ତ୍ତୀ ଅଞ୍ଚଳରେ ନାଟୋ ସେନା ଜମା ହେଉଥିବା କହିଛି ଋଷ । ଋଷ ସେନାକୁ ଅଟକାଇବା ପାଇଁ ନାଟୋ ପ୍ରସ୍ତୁତ ହେବା ସହ ଯୋଜନା କରୁଥିବା ଋଷ ସୂଚନା ଦେଇଛି । ତେବେ ଏହାର ମିଶନକୁ ସଫଳ କରାଇ ଦେବୁନୁ ବୋଲି କହିଛି ଋଷ । ନାଟୋର ଏହି ପଦକ୍ଷେପ ଉତ୍ତେଜିତ କରିବା ଭଳି ପଦକ୍ଷେପ ବୋଲି ଋଷ କହିଥିବା ବେଳେ ଏହାକୁ ବିରୋଧ କରି କଡା ଜବାବ ଦେବା ନେଇ ଋଷ ଚେତାବନୀ ଦେଇଛି ।

Get real time updates directly on you device, subscribe now.