fbpx

ୱେବ୍ ପୋର୍ଟାଲ ମୁଖ୍ୟ ରାଜାକୁ ଗିରଫ କଲା ପୋଲିସ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରୁ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ଅପହରଣ ଓ ଦାଦାବଟି ମାଗି ନିର୍ଯ୍ୟାତନା ମାମଲାରେ ଆସିଛି ବଡ଼ ଖବର । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୱେବ ଚ୍ୟାନେଲର ମୁଖ୍ୟ ରଘୁନାଥ ସାହୁକୁ ଓରଫ ରାଜାକୁ କୋଲକାତାରୁ ଗିରଫ କରିଛି ପୋଲିସ । ରାଜାକୁ କୋଲକାତାରୁ ଗିରଫ କରିଛି କମିଶନରେଟ୍ ପୋଲିସ । ପୂର୍ବରୁ ସଂସ୍ଥାର ଜଣେ ମହିଳା ସାମ୍ବାଦିକା ସମେତ ୬ ଜଣ ଗିରଫ ହୋଇଥିଲେ ।

Get real time updates directly on you device, subscribe now.