fbpx

ନବବିବାହିତ ପ୍ରଥମ ରାତ୍ରୀରେ ସ୍ୱାମୀଙ୍କୁ କାହିଁକି ଦେଇଥାନ୍ତି କ୍ଷୀର ? ଜାଣନ୍ତୁ କାରଣ

ନବବିବାହିତଙ୍କ ପାଇଁ ଖାସ୍ କରି ରାତିରେ କ୍ଷୀର ପିଇବା ଅନେକ ମହତ୍ୱପୂର୍ଣ୍ଣ। ଅନେକ ସମୟରେ ଆପଣ ଶୁଣିଥିବେ ଯେ, ବିବାହ ପରେ ପ୍ରଥମ ରାତିରେ ନବବିବାହିତା ପତ୍ନୀ ନିଜ ସ୍ୱାମୀଙ୍କୁ କ୍ଷୀର ଗ୍ଲାସ ପିଇବା ପାଇଁ ଦେଇଥାନ୍ତି। କିନ୍ତୁ ଏହା ପଛର ରାଜ୍ କଣ ଆପଣ ଜାଣିଛନ୍ତି କି ?

କ୍ଷୀରକୁ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଇଥାଏ। ଖାସ୍ କରି ଯେଉଁ କୌଣସି ପ୍ରକାରର ଶାରିରୀକ ଦୁର୍ବଳତା ପାଇଁ ଏହା ଲାଭଦାୟକ ହୋଇତାଏ। ସେକ୍ସ ପାୱାର ବଢ଼ାଇବା ପାଇଁ କ୍ଷୀର ମଧ୍ୟ ଅନେକ ମାତ୍ରାରେ ଉପକାରୀ। ବିବାହିତ ପୁରୁଷ ଦୁର୍ବଳତା ଅନୁଭବ କରୁଥିଲେ କ୍ଷୀର ସେମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। କ୍ଷୀର ପିଇବା ଦ୍ୱାରା ଶରୀରରେ ଶକ୍ତି ଆସିବା ସହ କ୍ଷୀର ଶରୀରର ଇମ୍ୟୁନିଟି ବଢ଼ାଇଥାଏ । ଏହା ପ୍ରତିରୋଧକ କ୍ଷମତା ବୃଦ୍ଧିରେ ମଧ୍ୟ ସହାୟତା କରିଥାଏ । କ୍ଷୀରରେ ବାଦାମ ମିଶାଇ ଗରମ କରି ପିଇଲେ ମଧ୍ୟ ଅନେକ ଲାଭ ମିଳିଥାଏ ।

ହାଲ୍‌କା ଗରମ କ୍ଷୀର ରାତିରେ ପିଇବା ଦ୍ୱାରା ଦିନ ସାରାର ପରିଶ୍ରମର କ୍ଲାନ୍ତି ଦୂର ହୋଇଥାଏ । ତେଣୁ ଏସବୁକୁ ଆଖି ଆଗରେ ରଖି ଅନେକ ପୂର୍ବରୁ ବିବାହର ପ୍ରଥମ ରାତିରେ ନବବିବାହିତା ନିଜ ସ୍ୱାମୀଙ୍କୁ ଗ୍ଲାସରେ କ୍ଷୀର ଦେବାର ପରମ୍ପରା ରହି ଆସିଛି ।

Get real time updates directly on you device, subscribe now.