ଜଳେଶ୍ୱରରେ ଚାଞ୍ଚଲ୍ୟ! ସ୍ୱାମୀକୁ ହତ୍ୟା ପରେ ରଶିରେ ଝୁଲେଇଦେଲା କଳିଯୁଗ ସାବିତ୍ରୀ

ବସ୍ତା: ପରକୀୟା ପ୍ରୀତିରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ହତ୍ୟା ପରେ ସ୍ୱାମୀକୁ ଟାଙ୍ଗି ଦେଲେ ସ୍ତ୍ରୀ ଓ ତା’ ପ୍ରେମିକ ।

ଜଳେଶ୍ୱର ଥାନା ଅଗ୍ରୱାଲ ଛକରେ ନୃଶଂସ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀ ଓ ପ୍ରେମିକକୁ ଧରି ପୋଲିସର ଜିମା ଦେଲେ ଲୋକେ ।

ସ୍ତ୍ରୀ’ର ପରକୀୟା ସମ୍ପର୍କରେ ଜାଣିବା ପରେ ସ୍ୱାମୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।